Odia News Portal
Yearly Archives

2023

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଖାରଜ

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନକୁ ଜିଲା ଦୌରାଜଜ ଖାରଜ କରିଛନ୍ତି। ବ୍ଲାକମେଲ କରିବା ଅଭିଯୋଗରେ କମିସନରେଟ ପୁଲିସ ଦମ୍ପତିଙ୍କୁ ଗିରଫ କରିଥିଲା। ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଘଟଣାର ଖୋଳତାଡ଼

ହଂସିକାଙ୍କ ବୈବାହିକ ଜୀବନ ଉପରେ ବନିବକି ରିଆଲିଟି ଶୋ?

ଗତ ବର୍ଷ ଡିସେମ୍ବର ମାସରେ ଅଭିନେତ୍ରୀ ହଂସିକା ମୋଟଵାନି ଦୀର୍ଘ ଦିନର ପ୍ରେମିକ ସୋହେଲ କାଠୁରିଆଙ୍କୁ ବିବାହ କରିଥିଲେ। ଜୟପୁରର ମୁଣ୍ଡୋତା ଦୁର୍ଗରେ ବର୍ଣ୍ଣାଢ଼୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବା ପରେ ସେ ଘୋଷଣା କରିଥିଲେ ଯେ ତାଙ୍କ ସଂପୂର୍ଣ୍ଣ ବିବାହ ଏକ ରିଆଲିଟି ସୋ ବା ବାସ୍ତବଧର୍ମୀ

ନାଗାଲାଣ୍ଡ ବିଧାନସଭା ନିର୍ବାଚନ; ପାର୍ଥୀଙ୍କ ନାମରେ ବାହାରିଲା ଅପରାଧିକ ମାମଲା

ଆସନ୍ତା ୨୭ ତାରିଖରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ। ମୋଟ୍‌ ୧୮୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ତେବେ ଏଡିଆର ଦ୍ବାରା ୧୮୪ ପ୍ରାର୍ଥୀଙ୍କ ସତ୍ୟପାଠ ଆକଳନ କରି ଏହା ପ୍ରକାଶ କରାଯାଇଛି ଯେ ୧୮୪ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା

ପଶ୍ଚିମବଙ୍ଗ ରାଜ୍ୟପାଳ କାର୍ଯ୍ୟାଳୟରୁ ବିଦା ହେଲେ ବିଜେପି ଦ୍ୱାରା ଟାର୍ଗେଟରେ ଥିବା ଆଇଏଏସ ଅଫିସର

ଥରକୁ ଥର ‘ବିଜେପି’ ଆକ୍ରୋଶର ସରବ୍ୟ ହେଉଥିବା ଆଇ.ଏ.ଏସ୍‌. ଅଫିସର୍‌ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପଦବୀରୁ ହଟାଇ ପର୍ଯ୍ୟଟନ ବିଭାଗକୁ ବଦଳି କରାଯାଇଛି। ରବିବାର ଦିନ ରାଜଭବନ ତାଙ୍କ ବଦଳି ପାଇଁ ଅନୁରୋଧ କରିବା ସହିତ ତାଙ୍କୁ ତାଙ୍କ କାର୍ଯ୍ୟରୁ ଅବ୍ୟାହତି

ଛେନାପୋଡର ପ୍ରଶଂସା କଲେ ଆୟୁଷ୍ମାନ ଖୁରାନା

ଛେନାପୋଡ଼ର ଲୋକପ୍ରିୟତା ଏବେ ଆଉ ଓଡ଼ିଶାରେ ସୀମିତ ହୋଇ ରହିନାହିଁ। ଜାତୀୟ ସ୍ତରରେ ନୟାଗଡ଼ ଛେନାପୋଡ଼କୁ ଏକ ସ୍ୱତନ୍ତ୍ର ଓ ସ୍ବାଦିଷ୍ଟ ମିଷ୍ଟାନ୍ନ ଭାବେ ସ୍ଵୀକୃତ ହେଲାଣି । ଅଭିନେତା ଓ ଗାୟକ ଆୟୁଷ୍ମାନ ଖୁରାନା ମଧ୍ୟ ଏବେ ଛେନାପୋଡ଼ର ଦିୱାନା। ନିକଟରେ ଆୟୁଷ୍ମାନ ଖୁରାନା ଯାଜପୁର

କିବ୍ ଆକାଶରେ ଉଡୁଥିବା ରୁଷୀୟ ବେଲୁନକୁ ବିସ୍ଫୋରକ ମାରି ଖସାଇଲା ୟୁକ୍ରେନ

ରାଜଧାନୀ କିବ୍ ଆକାଶରେ ରୁଷ୍ ଛାଡ଼ିଥିବା ପରି ଜଣାପଡୁଥିବା ପ୍ରାୟ ଅଧ ଡଜନ ବେଲୁନ୍ ଚିହ୍ନଟ କରି ସେଗୁଡ଼ିକରୁ ଅଧିକାଂଶକୁ ‘ଏରିଏଲ୍ ଡିଫେନ୍ସ୍ ୟୁନିଟ୍’ ବିସ୍ଫୋରକ ମାରି ଖସାଇ ଦେଇଥିବା କଥା ବୁଧବାର ଦିନ ୟୁକ୍ରେନ୍ କହିଛି।ସର୍ବେକ୍ଷଣ ଉପକରଣ ବହନ କରିପାରୁଥିବା ଉକ୍ତ ବେଲୁନ୍ ସବୁ ଆମର

ଶ୍ବେତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ୍‌କୁ ଉଠାଇଲା କମିଶନରେଟ୍‌ ‌ପୁଲିସ

ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍‌କୁ ଉଠାଇ ଆଣିଲା ପୁଲିସ। ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ଉଠାଇଲା କମିଶନରେଟ୍‌ ପୁଲିସ। ଗତବର୍ଷ ଶୈଳଶ୍ରୀବିହାରସ୍ଥିତ ଘରୁ ମିଳିଥିଲା ଶ୍ୱେତାଙ୍କ ଝୁଲନ୍ତା ମୃତ ଦେହ। ମୃତ୍ୟୁ ପାଇଁ

ପାକିସ୍ତାନରେ ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର

ପାକିସ୍ତାନରେ ଇନ୍ଧନ ଦର ପୁଣି ବୃଦ୍ଧି ପାଇବା ପରେ ବୁଧବାର ମଧ୍ୟ ରାତ୍ରରୁ ପେଟ୍ରୋଲ୍ ଲିଟର୍ପିଛା ୨୭୨ ଟଙ୍କା ଓ ଡିଜେଲ୍ ଲିଟର୍ପିଛା ୨୮୦ ଟଙ୍କାରେ ବିକ୍ରୟ ହେଉଛି।ପାକିସ୍ତାନ ନ୍ୟାସ୍ନାଲ୍ ଆସେମ୍ପ୍ଲିରେ ଶେହବାଜ୍ ସରିଫ୍ ସରକାର ସପ୍ଲିମେଣ୍ଟାରି ଆର୍ଥିକ ବିଲ୍ (ମିନି ବଜେଟ୍) ଉପସ୍ଥାପନ

ମୃତ୍ୟୁ ପିଛା ହିଁ ଛାଡିନି; ଶେଷରେ ନେଲା ଜୀବନ

୨୦୧୮ରେ ବନ୍ୟାପ୍ଳାବିତ ଥାଇଲାଣ୍ଡ୍‌ ଗୁମ୍ଫା ‘ଥାମ୍‌ ଲୁଆଙ୍ଗ୍‌’ ଭିତରେ ୨ ସପ୍ତାହରୁ ଅଧିକ ଦିନ ଫସି ରହିଥିବା ୧୨ଜଣ ବାଳକଙ୍କ ମଧ୍ୟରୁ ଜଣେ ତଥା ଥାଇ ଫୁଟ୍‌ବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ଦୁଆଙ୍ଗଫେଟ୍‌ ପ୍ରୋମ୍‌ଥେପ୍‌ଙ୍କର ବୁଧବାର ଦିନ ବ୍ରିଟେନ୍‌ରେ ମୃତ୍ୟୁ ଘଟିଥିବା କଥା ତାଙ୍କର

ଋତୁସ୍ରାବ ଯନ୍ତ୍ରଣା ଆବେଦନ:ଆସନ୍ତା ୨୪ରେ ହେବ ସୁପ୍ରିମକୋର୍ଟ ଶୁଣାଣି

ଛାତ୍ରୀ ଏବଂ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ କାର୍ଯ୍ୟସ୍ଥଳରେ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆସନ୍ତା ଫେବ୍ରୁଆରି ୨୪ରେ ଏକ ଆବେଦନର ଶୁଣାଣି କରିବେ। ମହିଳା ଛାତ୍ରୀ ଏବଂ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ଦେବାକୁ