Odia News Portal
Yearly Archives

2023

ବିଶ୍ୱର ନମ୍ବର.୧ ଟିମ ପାଲଟିଲା ଇଣ୍ଡିଆ

ଆଇସିସି ପକ୍ଷରୁ ଜାରି ହୋଇଛି ଟିମ ରାଙ୍କିଙ୍ଗ ତାଲିକା । ଯେଉଁଥିରେ କ୍ରିକେଟର ସବୁ ଫର୍ମାଟରେ ନମ୍ବର.୧ ସ୍ଥାନ ହାସଲ କରିଛି ଟିମ ଇଣ୍ଡିଆ । ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆକୁ ମାତ ଦେଇ ଏହି ରେକର୍ଡ ସ୍ଥାପନ କରିଛି ରୋହିତ ସେନା । ତେବେ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ଫର୍ମାଟରେ ଶୀର୍ଷ

ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଇମ୍ରାନ କାନଙ୍କ ଗିରଫଦାରୀ ଉପରେ ଲାଗିଲା ଅନ୍ତରୀଣ ରୋକ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଝୁଲୁଥିବା ଗିରଫଦାରୀର ତରବାରି ଆପାତତଃ କିଛି ସମୟ ପାଇଁ ଟଳିଯାଇଛି । ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଇମ୍ରାନ ଖାନଙ୍କ ଅନ୍ତରୀଣ ଜାମିନ ନାମଞ୍ଜୁର କରିବା ପରେ ପାକିସ୍ତାନ ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ

ବିଜେଡି ନେତାଙ୍କୁ ସତର୍କ କରାଇଲେ ଚେଲା କୁମାର

ବିଜେଡି ନେତାଙ୍କୁ ସତର୍କ କରାଇଲେ ରାଜ୍ୟ କଂଗ୍ରେସର ପ୍ରଭାରୀ ଚେଲା କୁମାର । ଚେଲା କୁମାର କହିଛନ୍ତି ଯେ, ଆଜି ନବ ଦାସ, କାଲି ଆଉ କିଏ। ବିଜେଡିର ଦ୍ବିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କୁ ସତର୍କ କରି ଚେଲା କହିଛନ୍ତି କାହାର ବି ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ । ଯେଉଁ ମାନେ ଦଳରେ ରହି

ପର୍ଯ୍ୟଟକଙ୍କ ପାଇଁ ତାଜମହଲରେ ଦେୟମୁକ୍ତ ପ୍ରବେଶ

ଛୁଟିଦିନରେ ଆପଣ ଯଦି ଆଗ୍ରା ବୁଲିବାର ଯୋଜନା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି। ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମ ପୂର୍ଣ୍ଣତିଥି ଅବସରରେ ଫେବୃଆରି ୧୭ ଓ ୧୯ ତାରିଖରେ ଆଗ୍ରା ତାଜମହଲରେ ପ୍ରବେଶ ମାଗଣାରେ କରିପାରିବେ ପର୍ୟ୍ୟଟକ। ଏହି ଅବସରରେ ପର୍ୟ୍ୟଟକ ତାଜମହଲ ଭିତରେ

ଅବଗତ ନକରାଇ ଜିଓ ମାର୍ଟ ବନ୍ଦ କଲା ଏକ୍ସପ୍ରେସ ସେବା

ଆପଣ ଜିଓ ମାର୍ଟ ମାଧ୍ୟମରେ ସପିଙ୍ଗ କରୁଛନ୍ତି କି ? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ବେଶ ସହାୟକ ହେବ। କାରଣ ରିଲାଏନ୍ସ ରିଟେଲ ଜିଓ ମାର୍ଟ ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ’ ବନ୍ଦ କରିବାକୁ ଘୋଷଣା କରିଛି । କୌଣସି ଆଗୁଆ ଘୋଷଣା ନକରି ରିଲାଏନ୍ସ ରିଟେଲ ଚୁପଚାପ୍ ଏହାର ଶୀଘ୍ର ବିତରଣ

ସାନିଆ ମିର୍ଜାଙ୍କୁ ମିଳିଲା ବଡ ଦାୟିତ୍ୱ

ମହିଳା ପ୍ରିମିୟର ଲିଗ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ଅକ୍ସନ ମଧ୍ୟ ଶେଷ ହୋଇଛି । ପ୍ରତ୍ୟେକ ଫ୍ରାଞ୍ଚାଇଜି ଚମ୍ପିଆନ ଖେଳାଳିମାନଙ୍କୁ ନିଜ ନିଜର ଦଳରେ ସାମିଲ କରି ସାରିଛନ୍ତି । ଭାରତର ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ଆରସିବି କ୍ୟାମ୍ପରେ ଯୋଗ ଦେଇଥିବା ବେଳେ

କାନାଡାର ରାମ ମନ୍ଦିରରେ ଭାରତ ବିରୋଧୀ ଗ୍ରାଫିଟି ; କାର୍ଯ୍ୟନୁଷ୍ଠାନ ଦାବି କଲା ଭାରତ ଦୂତବାସ

ଭାରତ ବିରୋଧୀ ଲେଖା ଲେଖି କାନାଡାର ମିସିସାଗାରେ ଥିବା ରାମ ମନ୍ଦିରକୁ ବିରୂପ କରାଯାଇଥିବାରୁ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି। ଟରଣ୍ଟୋସ୍ଥିତ ଭାରତର ‘କନ୍ସୁଲେଟ୍ ଜେନେରାଲ୍’ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।ଟୁଇଟ୍ କରି

ନିଆଁରେ ପୋଡିଗଲା ୩୦ ବଖରା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ନିଆଁର ଧାସରେ ଜଳିଯାଇଛି ୩୦ ବଖରା ଘର । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ କାମାକ୍ଷାନଗର ଏବଂ ପରଜଙ୍ଗର ୨ଟି ଅଗ୍ନିଶମ ବାହିନୀ

ପୁଣି ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି

ଆଗ ଧମକ ପରେ ମହିଳା ଆଇଆଇସିଙ୍କୁ ଆକ୍ରମଣ । ପୁଣି ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି। ମହିଳା ପୋଲିସଙ୍କୁ ଆକ୍ରମଣ କଲେ ଜୟନାରାୟଣ । ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ପ୍ରଥମେ

ଝାଡଖଣ୍ଡ ପାଲାମୁରେ ସାଂପ୍ରଦାୟିକ ଦଙ୍ଗା

ଆଗକୁ ମହାଶିବରାତ୍ରୀ ଥିବାବେଳେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଛି । ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ, ପଥରମାଡ଼ ହୋଇଛି । ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଥିବାର ଖବର ମିଳିଛି ।ସୂଚନାନୁଯାୟୀ ଆସନ୍ତା ଶନିବାର