କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍
ଅବସର ଗ୍ରହଣ କରିବାର ୬ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅବଦୁଲ୍ ନାଜିରଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେବା ନେଇ କଂଗ୍ରେସ ତୀବ୍ର ଆପତ୍ତି ଉଠାଇଛି। ଏଭଳି ନିଯୁକ୍ତି ବିରୋଧରେ ଦିବଂଗତ ବିଜେପି ନେତା ତଥା ପୂର୍ବତନ ଆଇନମନ୍ତ୍ରୀ ଅରୁଣ ଜେଟଲୀଙ୍କ ଏକ!-->…
