Odia News Portal
Yearly Archives

2023

ତୁର୍କୀର କରାଳ ରୂପ:ବଢିଚାଲିଛି ମୃତ୍ୟୁ ସଂଖ୍ୟା

ତୁର୍କୀ - ସିରିୟା ବିପର୍ଯ୍ୟୟ ସମସ୍ତଙ୍କୁ ସ୍ତମ୍ଭିଭୂତ କରି ରଖି ଦେଇଛି । ମୃତ୍ୟୁର କରାଳ ରୂପ ନେଇ ଆସିଥିବା ଭୂକମ୍ପ ପ୍ରଭାବରେ ହନ୍ତସନ୍ତ ହେଉଛି ପୁରା ତୁର୍କୀ ଯାହାର ଉଦ୍ଧାର କାର୍ଯ୍ୟ ଏବେ ବି ସରିନି, ହେଲେ ସରୁନି ତୁର୍କୀ ବାସୀଙ୍କ ଦୁଃଖ । ରିପୋର୍ଟ ଅନୁଯାୟୀ, ତୁର୍କୀର

କେନ୍ଦ୍ର ୫ କେଜି ଚାଉଳ ବନ୍ଦକୁ ନେଇ ୩ଦିନ ପ୍ରତିବାଦ କରିବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ପ୍ରତିବାଦ କରିବ ବିଜେଡି। ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ। ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ବଜେଟରେ କମ

ବିବାହ ଫିଲ୍ମର ବାସ୍ତବିକ ଦୃଶ୍ୟ : ହସ୍ପିଟାଲରେ ସମ୍ପନ୍ନ ହେଲା ବିବାହ

ରାଜସ୍ଥାନ କୋଟାରେ ଦେଖିବାକୁ ମିଳିଛି ଏଭଳି ନିଆରା ବିବାହ ଦୃଶ୍ୟ, ଯାହା ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଜଣେ ବର ବିବାହ କରିବାକୁ ନିଜ ବରଯାତ୍ରୀଙ୍କୁ ନେଇ ହସ୍ପିଟାଲ୍ରେ ପହଞ୍ଚିବା କଥା ସଭିଙ୍କୁ ଚକିତ କରିଛି। ଜାଣିବାକୁ ମିଳିଛି ଯେ ବିବାହର କିଛି ସମୟ ପୂର୍ବରୁ କନ୍ୟା ଜଣକ ସିଡ଼ିରୁ ଖସି

କେନ୍ଦୁଝର ବାସୀଙ୍କୁ ୪,୭୦୩ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିଛନ୍ତି । ୩୮୧ କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ନିର୍ମିତ ହୋଇଛି । ଲୋକାର୍ପଣ ଅବସରରେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ

ଏମିତି ଏକ ଗାଁ ଯେଉଁଠି ଚାଲେ ନାହିଁ ଦେଶର ଆଇନ କାନୁନ୍

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର। ଏହାକୁ ମଦର ଅଫ୍ ଡେମୋକ୍ରାସି ମଧ୍ୟ କୁହାଯାଏ । ସଂସଦ ଏଠାରେ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ୍ ଲାଗୁ କରାଯାଏ । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଏହି ଆଇନ୍ କାନୁନ୍ ଚାଲେନାହିଁ । ଆପଣ ନିଶ୍ଚୟ ଭାବୁଥିବେ ଯେ,

ସିଡ୍-କିଆରା ରିସେପସନରେ ଅନେକ ସିନେତାରକାଙ୍କ ସହ ଯୋଗଦେଲେ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ

ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଗତ ୭ ତାରିଖରେ ରାଜସ୍ଥାନ ଜୟସାଲେମର୍ସ୍ଥିତ ସୂର୍ୟ୍ୟଗଡ଼ ପ୍ୟାଲେସରେ ବାହାହେବା ପରେ ଗତକାଲି ମୁମ୍ବାଇରେ ପହଞ୍ଚିଛନ୍ତି। ଗତକାଲି ସେମାନେ ମୁମ୍ବାଇର ସେଣ୍ଟ ରେଜିସ୍ ହୋଟେଲରେ ଭୋଜି ଦେଇଥିବା ବେଳେ ଏହି ଭୋଜିରେ

ସମୁଦ୍ରରୁ ତସ୍କରଙ୍କ ଦ୍ୱାରା ଫିଙ୍ଗାଯାଇଥିବା ୧୭.୭୪ କେଜିର ସୁନା ଜବତ

ଶ୍ରୀଲଙ୍କାରୁ ଚୋରା ଚାଲାଣ ହେଉଥିବା ପ୍ରାୟ ୧୭ କିଲୋ ଓଜନର ସୁନାକୁ ଚୋରାଚାଲାଣକାରୀ (ତସ୍କର) ସମୁଦ୍ରରେ ପିଙ୍ଗି ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏକ ଯନ୍ତ୍ରଚାଳିତ ନୌକାରେ ଶ୍ରୀଲଙ୍କାରୁ ବିପୁଳ ପରିମାଣ ସୁନା ତାମିଲନାଡୁର ମଣ୍ଡାପମ୍କୁ ଆସୁଥିବା ନେଇ ରାଜସ୍ବ ଗୁଇନ୍ଦା ବିଭାଗକୁ ଖବର

‘ପିଚ୍କୁ ଦୋଷ ନ ଦେଇ ବ୍ୟାଟିଂରେ ଧ୍ୟାନ ଦିଅ’ : ଅଷ୍ଟ୍ରେଲିଆ ଦଳକୁ ଚାପେଲଙ୍କ ପରାମର୍ଶ

ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ ୧୩୨ରନରେ ଭାରତ ନିକଟରୁ ପରାଜିତ ହୋଇଛି। ସ୍ପିନ ଉପଯୋଗୀ ପିଚରେ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାନେ ଧରାଶାୟୀ ହୋଇଥିଲେ। ଭାରତରେ ଅତ୍ୟାଧିକ ସ୍ପିନ ଉପଯୋଗୀ ପିଚ୍

ଚାଉଳ ବନ୍ଦ ହେବାକୁ ନେଇ ଆନ୍ଦୋଳନ କରିବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିବ ବିଜେଡି । ୧୪,୧୫,୧୬ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ । ପ୍ରେସମିଟ୍ କରି ଶାସକ ବିଜେଡି ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ

ଲାଇସେନ୍ସ ନଥାଇ ଅନଲାଇନରେ ଔଷଧ ବିକ୍ରି କରୁଥିବା ଫାର୍ମାସିଙ୍କୁ ନୋଟିସ ଜାରି

ଲାଇସେନ୍ସ ନଥାଇ ଅନଲାଇନ୍‌ରେ ଔଷଧ ବିକ୍ରି କରୁଥିବା ୨୦ଟି ସଂସ୍ଥାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନୋଟିସ୍ ଜାରି କରି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ବିନା ଲାଇସେନ୍ସରେ ଅନଲାଇନ୍‌ ଔଷଧ ବିକ୍ରିକୁ ନିଷିଦ୍ଧ କରିବା ଲାଗି ୨୦୧୮ ଡିସେମ୍ବର ୧୨ରେ ଦିଲ୍ଲୀ