ଫେବୃଆରୀ ୧୬ରେ ଦିଲ୍ଲୀ ମେୟର ନିର୍ବାଚନ
ଦିଲ୍ଲୀର ମହାନଗର ନିଗମ (ଏମସିଡି)ର ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟିର ୬ ଜଣ ସଦସ୍ୟଙ୍କ ନିର୍ବାଚନ ଫେବୃଆରୀ ୧୬ରେ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଗ୍ରହଣ କରିଛନ୍ତି। ବିଜେପି ଏବଂ ଆମ୍ ଆଦମୀ!-->…
