କୁନୋ ଜାତୀୟ ଉଦ୍ୟାନକୁ ୧୮ରେ ଆସିବେ ୧୨ ଚିତାବାଘ
ଆସିବେ ନୂତନ ଚିତାବାଘ, ପ୍ରଥମ ଯୋଜନା ସୂଚାରୁ ରୂପେ ସଫଳ ହେବା ପରେ କାର୍ଯ୍ୟକାରୀ ହେବ ଦ୍ୱିତୀୟ ଯୋଜାନ । ତେବେ ଆସନ୍ତା ୧୮ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦ୍ବିତୀୟ ଦଫାରେ ପୁଣି ଆଉ ୧୨ଟି ଚିତାବାଘ ଆଣିବାକୁ ଯୋଜନା ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜଙ୍ଗଲ ବିଭାଗର!-->…
