ଦିଲ୍ଲୀ ମେୟର ନିର୍ବାଚନ: କେଜ୍ରିୱାଲ ସରକାର, ଏମସିଡି ତରଫରୁ ୧୬ ଫେବୃଆରୀରେ ବସିବ ବୈଠକ
‘ଆପ୍’ ଓ ‘ବିଜେପି’ ମଧ୍ୟରେ ବାଦବିବାଦ ଯୋଗୁଁ ୩ ଥର ବିଫଳ ହୋଇଥିବା ଦିଲ୍ଲୀ ମେୟର୍ ନିର୍ବାଚନ ନିମନ୍ତେ ଆଗାମୀ ୧୬ ଫେବୃଆରୀ, ଗୁରୁବାର ଦିନ ଦିଲ୍ଲୀ ନଗର ନିଗମର ବୈଠକ ବସିବ ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି।ଫେବ୍ରୁଆରି ୧୬ ତାରିଖ, ଗୁରୁବାର ଦିନ ମେୟର୍ ନିର୍ବାଚନ କରାଇବା ଲାଗି!-->…
