ନୋରା ଫତେହି ଉପରେ ସୁକେଶ ଚନ୍ଦ୍ର ଶେଖର ଆଣିଲେ ଗମ୍ଭୀର ଅଭିଯୋଗ
ମହାଠକ ସୁକେଶ ଚନ୍ଦ୍ର ଶେଖର କୁ ନେଇ ମଝିରେ ମଝିରେ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ସୁକେଶଙ୍କ ସହ ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ଓ ନୋରା ଫତେହିଙ୍କୁ ମଧ୍ୟ ପଚରା ଉଚରା ଜାରି ରହିଛି । ନିକଟରେ ସୁକେଶ ନିଜ ଓକିଲ ମାଧ୍ୟମରେ ଏକ ଚିଠି ଲେଖିଛନ୍ତି । ଏହି!-->…
