୯ଟି ବୃହତ ପ୍ରକଳ୍ପକୁ ମିଳିଲା ହାଇଲେଭଲ କ୍ଳିୟରାନସ
ରାଜ୍ୟ ସରକାର ୧,୫୩,୦୭୪.୬୩ ଲକ୍ଷ କୋଟି ଟଙ୍କାର ୯ଟି ବୃହତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ମୋଟ ୨୭ ହଜାର ୩୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହାଇଲେଭଲ!-->!-->!-->…
