ଆଜି ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ
ଆଜି ନିର୍ବାଚନ ଆୟୋଗ ତିନି ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ। ଏନେଇ ଆୟୋଗ ଆଜି ଅପରାହ୍ନ ୨.୩୦ରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାପଡ଼ିଛି ।
ମେଘାଳୟରେ ୨୦୧୮ ବିଧାନସଭା ନିର୍ବାଚନରେ ୬୦ଟି ଆସନ ପାଇଁ ୩୬୧ ଜଣ!-->!-->!-->…
