Odia News Portal
Yearly Archives

2023

ବୁଷ୍ଟର ଡୋଜ୍ ଭାବେ ‘କୋଭୋଭାକ୍ସ’କୁ ମିଳିଲା ଅନୁମତି

ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ) କୋଭିଡ-୧୯ ଟିକା ‘କୋଭୋଭାକ୍ସ’କୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କ ସକାଶେ ଏକ ବୁଷ୍ଟର ଡୋଜ ଭାବେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ସରକାରୀ ସୂତ୍ରରୁ ଜଣାପଡିଛି ଯେ ଯେଉଁମାନଙ୍କୁ କୋଭିଶିଲ୍ଡ କିମ୍ବା କୋଭାକ୍ସିନର ଦୁଇଟି ଡୋଜ୍ ଦିଆଯାଇଛି

ଧର୍ମଗଡ଼ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

ରବିବାର ଧର୍ମଗଡ଼ ଠାରେ ଉପଖଣ୍ଡ ସ୍ଥାରିୟ କଳାହାଣ୍ଡି ଉତ୍ସବ ଘୁମୁରା ୨୩ଉଦଘାଟିତ ହୋଇଯାଇଛି । କଳାହାଣ୍ଡି ସଂସ୍କୃତି ,ପରମ୍ପରା , ଐତିହ୍ୟ କୁ ନେଇ ହେଉଥିବା ଏହି ଘୁମୁରା ଉତ୍ସବ ଆଜି ଡିତ୍ୱୀୟ ଦିନରେ ପହଂଚିଛି। ରବିବାର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଉତ୍ସବ କମିଟି

ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା: ୭ ଜିଲ୍ଲାରେ ପ୍ରଭାବ ପଡ଼ିପାରେ

ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା। ୨ଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମୟୁରଭଞ୍ଜ, ବାଲେଶ୍ବର, କେଉଁଝର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା , ଜଗତସିଂପୁର ରେ ବର୍ଷା ହେବାର ଆଶଙ୍କା ରହିଛି  ।ଏଥିସହ

ଜାମ୍ମୁ କାଶ୍ମୀରରେ ନୂଆ EVM ମେସିନରେ ହେବ ଭୋଟ୍

ଖୁବ୍ ଶୀଘ୍ର ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହୋଇ ନୂଆ ସରକାର ଗଠନ ହେବାକୁ ଯାଉଛି। ଏହାର ସଙ୍କେତ ଭାରତୀୟ ନିର୍ବାଚନ କମିଶନ ଦେଇଛନ୍ତି। ସୋମବାର ରାଜ୍ୟର ସମସ୍ତ ରାଜନୈତିକ ଦଳକୁ ଆୟୋଗ ବିଜ୍ଞାନ ଭବନକୁ ଆମନ୍ତ୍ରଣ କରିଛନ୍ତି। ଯେଉଁଠାରେ ନୁଆ ଭୋଟିଂ ମେସିନ୍‌ର ବିଷୟରେ ବେଷୟିକ ସୂଚନା

ବୈବାହିକ ଦୁଷ୍କର୍ମ ଏକ ଅପରାଧ: ସୁପ୍ରିମକୋର୍ଟ

ବୈବାହିକ ବଳତ୍କାର ଅପରାଧ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ମାମଲାର ଶୁଣାଣି ଫେବୃଆରୀ ୧୫ରେ ହେବ ବୋଲି କେନ୍ଦ୍ରକୁ ସୂଚନା ଦିଆଯିବା ସହ ଏହାର ଅନ୍ତିମ ଶୁଣାଣି ମାର୍ଚ୍ଚ ୧୪ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାର୍ଚ୍ଚରେ ଏହି ମାମଲାର

୬୦ ଫୁଟିଆ ତୁଳସୀ ଗଛ

ତୁଳସୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଏହା ସାତ ପ୍ରକାରର ହୋଇଥିଲେ ବି ପତ୍ରର ରଙ୍ଗକୁ ନେଇ ଧଳା ଓ କଳା ଭେଦରେ ଦୁଇଟି ଜାତି ପ୍ରଧାନ ଅଟେ । ଶ୍ୱେତ ତୁଳସୀର ପତ୍ରଗୁଡ଼ିକ ହାଲୁକା ରଙ୍ଗର ଥାଏ ଏହାକୁ କେହି

ଫେସବୁକରେ ଲେଖିଦେଲେ i quit; ପରେ ଛୁଆକୁ ମାରିଦେଲେ ନିଜେ ଆତ୍ମହତ୍ୟା କଲେ

ମାଆ ଛୁଆର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ ସମ୍ପର୍କ । ଛୁଆର ଜୀବନ ପାଇଁ ମାଆ କିଛି ବି କରିପାରେ । କେବଳ ମଣିଷ ନୁହେଁ ପଶୁ,ପକ୍ଷୀମାନେ ମଧ୍ୟ ନିଜ ଶାବକ ପାଇଁ କରୁଥିବା ତ୍ୟାଗର ଅନେକ ନମୁନା ଆପଣ ଆଗରୁ ଦେଖିଥିବେ । କିନ୍ତୁ କଟକରୁ ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ

ମୁକୁଳା ଡ୍ରେନରେ ପଡ଼ି ୯ ବର୍ଷୀୟ ବାଳକ ମୃତ

ଜୀବନ ନେଲା ମୁକୁଳା ଡ୍ରେନ। ଗୁଡି ଉଡାଇବାକୁ ଯାଇ ଚାଲିଗଲା ଜୀବନ। କାନ୍ଦ ବୋବଳିରେ ଫାଟିପଡିଛି ପୂରା ଅଞ୍ଚଳ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକରେ। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଗୁଡି ଉଡାଉଥିଲା। ହେଲେ ଡ୍ରେନଟି ମୁକୁଳା ଥିବା

ନେପାଳ ଦୁର୍ଘଟଣା: ମିଳିଲା ବିମାନର ବ୍ଲାକବକ୍ସ ଏବେ ଜଣାପଡିବ ପ୍ରକୃତ କାରଣ

ନେପାଳର ପୋଖରାରେ ହୋଇଥିବା ବିମାନ ଦୁର୍ଘଟଣା ପରେ ୟେତି ବିମାନର ବ୍ଲାକବକ୍ସ ମିଳିଛି । ଏବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଜଣାପଡିବ। ଆଜି ଉଦ୍ଧାରକାରୀ ଦଳ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାସ୍ଥଳରୁ ବ୍ଲାକବକ୍ସକୁ ଠାବ କରିଛନ୍ତି। ବିମାନର ବ୍ଲାକବକ୍ସରେ

ପାରାଦୀପ ବନ୍ଦରରୁ ନିଖୋଜ ମତ୍ସ୍ୟଜୀବୀ ସୁରକ୍ଷିତ

ପାରାଦୀପ ବନ୍ଦରରୁ ନିଖୋଜ ହୋଇଯାଇଥିବା ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି ।ଗଭୀର ସମୁଦ୍ରରେ ନିଖୋଜ ଥିବା ୧୩ ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ ହୋଇଥିବା ନେଇ ଓଏମଏଫପିଏ ସଭାପତି ସୂଚନାଯୋଗ୍ୟ ଦେଇଛନ୍ତି। ୫ ଦିନ ହେବ ୨ଟି ବୋଟରେ ମାଛ ଧରିବାକୁ ଯାଇ ୧୩ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ । ୫