ହକି ବିଶ୍ୱକପ: ଉଦଘାଟନୀ ମ୍ୟାଚ୍ ଜିତିଲା ଆର୍ଜେଣ୍ଟିନା
ଆରମ୍ଭ ହିଇଛି ହକି ବିଶ୍ୱକପ୍ ମହାସମର । ଏଫଆଇଏଚ୍ ୨୦୨୩ ର ଉଦଘାଟନୀ ମ୍ୟାଚ୍ରେ ଆର୍ଜେଣ୍ଟିନା ବାଜିମାତ କରିଛି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁଲ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା । ୪୨ ମିନିଟରେ ମାଇକୋ କାସେଲା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦଳ!-->…
