Odia News Portal
Yearly Archives

2023

ଏହି ମନ୍ଦିରରେ ରହିଛି, ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି।

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ; ଦିନକରେ ଆଦାୟ ହେଲା ୭ ଲକ୍ଷ ୫୩ ହଜାର ଜରିମାନା

ହକି ବିଶ୍ୱକପ ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସେପଟେ କମିଶନରେଟ୍ ପୋଲିସ ଆକ୍ସନ ମୋଡକୁ ଆସିଛି । ବଢାଇଛି ନାଇଟ୍ ପାଟ୍ରୋଲିଂ । ଏପରିକି ରାଜଧାନୀର ସବୁ ଛକ ଓ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିଛି ପୋଲିସ । ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବା ସହ

ଶ୍ରୀମନ୍ଦିରରେ ମୂଷା ଆତଙ୍କ

ପୁରୀ ଶ୍ରୀମନ୍ଦିରରେ ମୂଷା ଆତଙ୍କ। ଗତ ୨ଦିନ ଧରି ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ ଦେଖାଯାଇଛି। ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡ଼ିକୁ କାଟି ଦେଇଥିବାରୁ ଯଥେଷ୍ଟ କ୍ଷତି ହୋଇଛି। ମୂଷାଙ୍କ ଉତ୍ପାତ ଯୋଗୁଁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସଙ୍କଟରେ ପଡିଛି। ମୂଷାଗୁଡ଼ିକ

ଅବକାରୀ ଇନ୍ସିପେକ୍ଟର ସଞ୍ଜୟ କୁମାର ପଣ୍ଡା ଭିଜିଲାନ୍ସ ଦ୍ୱାରା ଗିିରଫ

ରାଜ୍ୟରେ ଦୁର୍ନିତୀର ମାତ୍ରା ବୃଦ୍ଧି ପାଇବାର ଲାଗିଛି । କିଛିଟା ଟାଙ୍କା ଲୋଭରେ ଅନେକ ସରକାରୀ ବାବୁ ଏହି ଦୁର୍ନିତିର ପଥକୁ ଆପଣାଇ ନେଉଛନ୍ତି । ଫଳରେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭିଜିଲାନ୍ସ ଅଧୀକାରୀ କଡା ତଦନ୍ତ ଜାରୀ ରଖିଛନ୍ତି । ଯେଉଁ କାରଣରୁ ପ୍ରତ୍ୟେକ ଦିନ କେହି ନା କେହି

ରାଜ୍ୟରେ କମୁଛି ଶୀତ: ଆଜି ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ, ଦେଖାଯାଉନି ରାସ୍ତାଘାଟ

ରାଜ୍ୟରେ କମୁଛି ଶୀତ । ବଢୁଛି ରାତିର ତାପମାତ୍ରା । ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ । କୁହୁଡ଼ି ଯୋଗୁ ଜନଜୀବନ

ହକି ବିଶ୍ବକପ ପାଇଁ ପୂର୍ବତଟ ରେଳପଥର ନିଷ୍ପତ୍ତି : ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଚାଲିବ ଦୁଇ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର ଓ ରାଉରକେଲାଠାରେ କାଲିଠାରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପରେ ଯାତ୍ରୀଙ୍କ ଚାହିଦା, ଅତିରିକ୍ତ ଯାତ୍ରୀ ଭିଡ଼, ରେଳ ଯାତ୍ରୀଙ୍କୁ ଉତ୍ତମ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ପୂର୍ବତଟ ରେଳପଥ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଭୁବନେଶ୍ୱର-ରାଉରକେଲା

ରାସ୍ତାକଡ଼କୁ ଓଲଟିଲା ବସ୍‌

ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ପୋଖରୀ ନିକଟରେ ଏକ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ପୁରୀରୁ ପାତାଲି

ରାଉରକେଲାରେ ଆଜି ହକି ବିଶ୍ୱକପ ଟ୍ରଫିର ପରିକ୍ରମା

ଆସନ୍ତାକାଲିଠୁ ହକି ବିଶ୍ବକପ୍‌ର ମ୍ୟାଚ ଖେଳାଯିବ । ତା ପୂର୍ବରୁ ଆଜି ଇସ୍ପାତ ନଗରୀରେ ପହଞ୍ଚିଛି ହକି ବିଶ୍ବକପ୍‌ ଟ୍ରଫି।ସକାଳ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ପରେ ବେଦବ୍ୟାସ ଆଶ୍ରମ, ବେଦବ୍ୟାସ ଛକ ଦେଇ ଟିସିଆ ଛକରେ ପହଞ୍ଚିଥିଲା । ଶହ ଶହ ଦର୍ଶକ ଓ

ବିରାଟକାୟ ସାପ ସହିତ ଡିନର ଟେବୁଲରେ ଦୁଇ ଯୁବତୀ

ଆଜିକାଲି ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଲୋକମାନେ ଖାଦ୍ୟ ଛାଡ଼ି ପୋକ ଖାଇଲେ। ମଣିଷ ଏପରି କାମ କରୁଛି ଯେ କିଏ କେବେ କଲ୍ପନାରେ ବି ଭାବି ନ ଥିବେ । ଦର୍ଶକବନ୍ଧୁ ଦୁନିଆରେ ଏଭଳି ଅନେକ ହୋଟେଲ୍‌ ଅଛି ଯାହା ନିଜର ଭିନ୍ନ ଭିନ୍ନ ଗୁଣ ପାଇଁ ଲୋକଙ୍କ ମଧ୍ୟରେ ପରିଚିତ। ‌କୌଣସି ହୋଟେଲ୍‌

ଖାଇକୁ ଖସିଲା ସେନା ଗାଡି, ୩ ଜଣ ଯବାନଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀରର କୁପୱାରା ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି କୁପୱାରା ଅନ୍ତର୍ଗତ ମଚିଲ ସେକ୍ଟର ନିକଟରେ ଏକ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ଜୁନିୟର କମିଶନଡ ଅଫିସରଙ୍କ ସମେତ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେନା ପକ୍ଷରୁ ଟ୍ବିଟ୍