Odia News Portal
Yearly Archives

2023

ଲୋକଙ୍କୁ ମିଳିବ ୨୦୦ ୟୁନିଟ ମାଗଣା ବିଜୁଳି; ବିଜେପିକୁ ମାତ୍ ଦେବାକୁ କଂଗ୍ରେସର ଚାଲ

ବିଜେପିକୁ ସତ୍ତାରୁ ହଟେଇବା ପାଇଁ କର୍ଣ୍ଣାଟକରେ ବଡ ଘୋଷଣା କରିଛି କଂଗ୍ରେସ । ବୁଧବାର ପ୍ରଜା ଧ୍ୱନି ନାମକ ନିର୍ବାଚନୀ ଯାତ୍ରାର ଶୁଭାରମ୍ଭ କରିବା ସହିତ କଂଗ୍ରେସୀ ନେତା ଏକ ବଡ ଘୋଷଣା କରିଛନ୍ତି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଡିକେ ଶିବକୁମାର ଓ ବିଧାନସଭାରେ ବିରୋଧୀ

କମ୍ପୁଛି କଟକ; ହକି ବିଶ୍ୱକପ ପାଇଁ ବାରବାଟୀ ଷ୍ଟାଡିୟମରେ ଚାଲିଛି ଗ୍ରାଣ୍ଡ ସେଲିବ୍ରେସନ

ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପକୁ ନେଇ ସାରା ରାଜ୍ୟ ଏବେ ଉତ୍ସବମୁଖର ହୋଇ ଉଠିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି କଟକର ବାରବାଟୀ ଷ୍ଟାଡିୟମ । ପୁରୁଷ ହକି ବିଶ୍ୱକପ୍-୨୦୨୩ର ଉଦ୍ଘାଟନୀ ସମାରୋହ ଅବସରରେ ଷ୍ଟାଡିୟମରେ ପହଞ୍ଚିଛନ୍ତି ବଲିଉଡର ନାମୀଦାମୀ କଳାକାର । ମୁଖ୍ୟମନ୍ତ୍ରୀ

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା ମୋ ପରିବାର

ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୪୯ବର୍ଷିୟ ବାସିନ୍ଦା ବିଜୟ ଭୋଇ,୨୦୦୦ମସିହାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଠାରେ

ଆଜି ବାଜିବ ହକି ବଶ୍ୱ କପ୍ ବିଗୁଲ

ଚଳିତ ଥର ପୁରୁଷ ବିଶ୍ୱ କପ୍ ୨୦୨୩ ଓଡିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ନେଇ ଚଳଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉରକେଲା । ଏତତ୍ ବ୍ୟତୀତ କଟକ ସହର ମଧ୍ୟ ଦୁଲୁକି ଉଠୁଛି । କାରଣ ଆଜି କଟକ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ

ଯାଜପୁରରେ ଉଦଘାଟିତ ହେଲା ଓଡିଶାର ପ୍ରଥମ ମିଶନ ଶକ୍ତି ଭବନ

ଉଦଘାଟିତ ହେଲା ଓଡିଶାର ପ୍ରଥମ ମିଶନ ଶକ୍ତି ଭବନ । ଯାଜପୁରରେ ପ୍ରତିଷ୍ଠା ହୋଇଥିବା ଓଡିଶାର ପ୍ରଥମ ମିଶନ ଶକ୍ତି ଭବନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପୁରରେ ଏହି ପ୍ରକଳ୍ପକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି। ଏହା ଜିଲ୍ଲାର ମିଶନ ଶକ୍ତି ମହିଳାଙ୍କୁ

ମା’ ହେଲା ସିଂହୀ ରେୱା

ନନ୍ଦନକାନନକୁ ଆସିଲେ କୁନି ଅତିଥି। ଆଜି ସକାଳେ ନନ୍ଦନକାନନ ପ୍ରାଣୀଉଦ୍ୟାନ ସିଂହ ସଫାରିରେ ଏସୀୟ ସିଂହୀ ରେୱା ୪ଟି ଶାବକଙ୍କୁ ଜନ୍ମ ଦେଇଛି। ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ସିଂହୀ ରେୱା ଓ ନନ୍ଦନକାନନ ସିଂହୀ ରାଧା ଗର୍ଭରୁ ଜନ୍ମିତ ଜିତ୍‌ର ମିଳନରୁ ଏହି ଶାବକମାନେ ଜନ୍ମ

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି : ଚାରି ଘଣ୍ଟା ବନ୍ଦ ରହିବ ଦର୍ଶନ

ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର

ରାଜ୍ୟରେ ଧୀରେ ଧୀରେ ବଢୁଛି ପାରଦ

ଧୀରେ ଧୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବାରେ ଲାଗିଛି। ତଥାପି ଶୀତରୁ ସଂପୂର୍ଣ୍ଣ ଆଶ୍ୱସ୍ତି ମିଳିନାହିଁ । ଗତ ୨୪ ଘଣ୍ଟାରେ ପାରଦ ପ୍ରାୟ ଅଢ଼େଇ ଡିଗ୍ରୀ ଯାଏ ବଢ଼ିଥିବା ବେଳେ ସେମିଳିଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଦୁର୍ବଳ

ଜମ୍ମୁ-କାଶ୍ମୀର: ଖାଇକୁ ଖସିଲା ପାଟ୍ରୋଲିଂ ଗାଡ଼ି, ତିନି ସେନା କର୍ମଚାରୀ ମୃତ

ଉତ୍ତର କାଶ୍ମୀରର କୁପୱାଡାର ମାଖଲ ସେକ୍ଟରରେ ବୁଧବାର ସେନାର ଏକ ପାଟ୍ରୋଲିଂ ଗାଡି ଖାଇକୁ ଖସି ପଡ଼ିବାରୁ ତିନିଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ସୈନିକ ଚିନ୍ନାର କର୍ପସର ଡୋଗ୍ରା ରେଜିମେଣ୍ଟ ୧୪ତମ ବାଟାଲିୟନର ଥିଲେ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦୀୟମାନ ଓଡ଼ିଆ ଗାୟିକା

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆସିଥିବା କୋରିଆ କେ- ପପ୍ ଗ୍ରୁପ ‘ବ୍ଲାକ ସ୍ୱାନ’ ସଦସ୍ୟା ଶ୍ରୀୟା ଲେଙ୍କା, ବ୍ରହ୍ମପୁର ଜନ୍ମିତ ଆମେରିକୀୟ ଗାୟିକା ଲିସା ମିଶ୍ର ଓ କୋରାପୁଟର ପ୍ରତିଭା ନମିତା ମେଲକା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସାରା ବିଶ୍ବରେ ଓଡ଼ିଆ