Odia News Portal
Yearly Archives

2023

ଜାନୁୟାରୀ ୧୫ ତାରିଖରୁ କଟିବ ଇ-ଚାଲାଣ; ଜଲଦି ବଦଳାନ୍ତୁ ନମ୍ବର ପ୍ଲେଟ

ଶେଷ ହେଲା ସମୟ ସୀମା ଏବେ ହାଇ ସୁକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ଯେଉଁ ଗାଡ଼ି ଗୁଡ଼ିକରେ ଏଚ୍‌ଏସ୍‌ଆର୍‌ପି ନଥିବା ଜାନୁଆରୀ ୧୫ରୁ ସେଗୁଡ଼ିକର ଚାଲାଣ କଟିବ । ସୂଚନା ଅନୁସାରେ ଗାଡ଼ିର ଶେଷ ନମ୍ବର ୧ରୁ ୬..ଯାଏଁ ଆସନ୍ତା ୧୫ରୁ ଚାଲାଣ କଟିବ । ସେହିପରି ଜାନୁଆରୀ

ରାଜ୍ୟରେ ହାଇବ୍ରିଡ ଇମ୍ୟୁନିଟି ବଢିଛି, କୋଭିଡ ସ୍ଥିତି ଜଟିଳ ହେବ ନାହିଁ

ରାଜ୍ୟରେ ହାଇବ୍ରିଡ ଇମ୍ୟୁନିଟି ବଢ଼ିଛି । ତେଣୁ କୋଭିଡ ସ୍ଥିତି ଜଟିଳ ହେବ ନାହିଁ। ରାଜ୍ୟ ସରକାରଙ୍କ କୋଭିଡ ପ୍ରେସମିଟରେ ଏହି ସୂଚନା ଦିଆଯାଇଛି। ସରକାର ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । କୋରୋନାର ନୂଆ ଭାରିଆଣ୍ଟ ନେଇ ବିଭିନ୍ନ ତଥ୍ୟକୁ ବିଶ୍ଳେଷଣ କରାଯାଉଛି।

ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

ଓଡିଶା ଆସିବେ ଅମିତ ଶାହା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସିବେ । ଏନେଇ ରାଜ୍ୟରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଓଡିଶା ଆସିବେ ବିଜେପିର ଚାଣକ୍ୟ ।

ଯୋଶୀମଠ ସଙ୍କଟ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ଯୋଶୀମଠ ସଙ୍କଟ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। କୋର୍ଟ ଏହି ମାମଲାର ଶୁଣାଣି ଜାନୁଆରୀ ୧୬ରେ କରିବେ ବୋଲି କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସର୍ବୋଚ୍ଚ ନ୍ୟାୟାଳୟକୁ ଆଣିବା ଆବଶ୍ୟକ

ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟି-୨୦ ସିରିଜରେ ଶ୍ରୀଲଙ୍କାକୁ ୨-୧ରେ ହରାଇଛି । ଏବେ ଦଳର ନଜର ଦିନିକିଆ ସିରିଜ୍ ଉପରେ ରହିଛି । ଦିନିକିଆ ଦଳର ନେତୃତ୍ୱ ନେବେ

ହକି ବିଶ୍ୱକପ ଉଦଘାଟନ ଉତ୍ସବ ପାଇଁ କାଲି ଦିନ ୨ଟା ପରେ ଶିକ୍ଷାନୁଷ୍ଠାନ ବନ୍ଦ

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ ଉଦଘାଟନ ଉତ୍ସବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଉତ୍ସବ ଦୃଷ୍ଟିରୁ ଆସନ୍ତା କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ହେବ । ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ରହିବ । ଶିକ୍ଷାନୁଷ୍ଠାନ

କୋଭୋଭାକ୍ସ ବୁଷ୍ଟର ଡୋଜକୁ ଆଗାମୀ ସପ୍ତାହରୁ ମିଳିପାରେ ମଞ୍ଜୁରୀ,ଓମିକ୍ରମ ଭାରିଅଣ୍ଟ ଉପରେ ପକାଉଛି ଭଲ ପ୍ରଭାବ

କରୋନା ଭାଇରସ ଚୀନରେ ଦ୍ରୁତଗତିରେ ମାଡୁଥିବା ବେଳେ ଭାରତରେ କରୋନା ସ୍ଥିତି ସ୍ୱାଭାବିକ ରହିଛି । ସମଗ୍ର ବିଶ୍ୱର ଅନେକ ସ୍ଥାନରେ କରୋନା ମାମଲା ବଢୁଥିବା ଯୋଗୁଁ ଭାରତ ସରକାର ଏହାକୁ ସତର୍କତା ଅବଲମ୍ବନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ସାରା ଦେଶରେ ଟିକାକରଣ ଉପରେ ଧ୍ୟାନ

ଏହା ହେଉଛି ବିଶ୍ୱର ସବୁଠାରୁ ଲମ୍ୱା ପାଦଚଲା ଗ୍ଲାସ ବ୍ରିଜ

ବିଶ୍ୱରେ ମଣିଷଙ୍କ ଦ୍ୱାରା ବନାଯାଇଥିବା ଅନେକ ଆଶ୍ଚର୍ଯ୍ୟଜନକ ପୋଲ ରହିଛି। ଆହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଏଭଳି ବିଶ୍ୱର ସବୁଠୁ ଲମ୍ୱା ଚାରଟି ବ୍ରିଜ ଦେଖାଇବୁ ଯାହାର ନିର୍ମାଣ ଦେଖି ଆପଣ ତାଜୁବ ହୋଇଯିବେ। ବାଚ୍ ଲଙ୍ଗ୍ ବ୍ରିଜ୍: ବର୍ତ୍ତମାନ ବିଶ୍ୱର

ଡିଜିଟାଲ ପଦ୍ଧତି ଆପଣାଇଲା କ୍ୟାପିଟାଲ ହସ୍ପିଟାଲ,ଆରମ୍ଭ କଲା ଇ-ଟିକେଟ ବ୍ୟବସ୍ଥା

ବର୍ତ୍ତମାନ ସବୁ ଠାରେ ଅନଲାଇନ ଟିକେଟ ବୁକିଙ୍ଗର ଯୁଗ ଚାଲିଛି । କାହାରିକୁ ଆଉ ଲାଇରେ ଛିଡା ହେବା ପସନ୍ଦ ନୁହେଁ । ଏହି ଧାଡିରେ ଛିଡା ହେବେ ନାହିଁ ବୋଲି ଦର୍ଶକ ଅନଲାଇନରେ ସିନେମା ଟିକେଟ୍ ଠାରୁ ଆରମ୍ଭ କରି ଟ୍ରେନ ଟିକେଟ୍ ପର୍ଯ୍ୟନ୍ତ ବୁକ କରୁଛନ୍ତି । ଆଉ ଏବେ ଏହି ସୁବିଧା ଆପଣଙ୍କୁ

ଦିଲ୍ଲୀରୁ ବିହାର ଯାଏଁ ଥରାଉଛି ପ୍ରବଳ ଜାଡ, ଚିନ୍ତା ବଢାଇବ ବର୍ଷା

ଦିଲ୍ଲୀ ସମେତ ସାରା ଉତ୍ତର ଭାରତରେ ଅସହ୍ୟ ଜାଡ ସଭିଁଙ୍କୁ ଅସ୍ତବ୍ୟସ୍ତ କରିଛି। ଶୀତଲହରି ସହ ଘନ କୁହୁଡିର ଆସ୍ତରଣ ଦେଖାଯାଉଛି। ଦେଶର ଅଧିକାଂଶ ସ୍ଥାନରେ ଆସନ୍ତା କିଛି ଘଣ୍ଟା ପାଇଁ ରେଡ୍‌‌ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାସହ ପାଣିପାଗ ବିଭାଗ ଜାନୁଆରୀ ୧୦ ସକାଳ ଯାଏଁ କୁହୁଡି