ବିଶ୍ୱକପ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି: ମନ୍ତ୍ରୀ ନବ ଦାସ
ଚଳିତ ଥର ପୁରୁଷ ହକି ବିଶ୍ୱ କପ୍ ଓଡିଶାରେ ହେବାକୁ ଯାଉଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି ଓଡିଶାର ଅନେକ ସହର । ତେବେ ହକି ବିଶ୍ୱ କପ୍ ପାଇଁ ସରକାର ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଉଛନ୍ତି । ଏଥିସହିତ ହକି ବିଶ୍ୱ କପ୍ ପୂର୍ବରୁ ସମସ୍ତ!-->…
