Odia News Portal
Yearly Archives

2023

ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ବି ଝଟକା, ଜ୍ଞାନବାପି ମସଜିଦରେ ଜାରି ରହିବ ଏଏସ୍ଆଇ ସର୍ଭେ

ଜ୍ଞାନବାପି ମାମଲାରେ ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ମଧ୍ୟ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଜ୍ଞାନବାପି ମସଜିଦରେ ଏଏସଆଇ ସର୍ଭେ ଜାରି ରହିବ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମୁସଲିମ

ଚିନ୍ତା ବଢ଼ାଉଛି ସାଇବର ଠକେଇ

ଚିନ୍ତା ବଢ଼ାଉଛି ସାଇବର ଠକେଇ । ବାରମ୍ବାର ଅପରାଧ କରୁଛି ସିଦ୍ଧାର୍ଥ ପାଣିଗ୍ରାହୀ । OLXରେ ମୋବାଇଲ ଦେବା ନାଁରେ ଟଙ୍କା ଠକୁଛି । ସାଇ ଇଲେକ୍ଟ୍ରୋ ୱାର୍ଲଡ଼ ନାଁରେ ସଂସ୍ଥା ଖୋଲି ଏଭଳି ଅପରାଧ କରୁଥିଲା । ବିଭିନ୍ନ ପ୍ରକାର ସାଇବର ଠକେଇ ଉପରେ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି

ଖୋଲିବ ରତ୍ନ ଭଣ୍ଡାର

୨୦୨୪ ରଥ ଯାତ୍ରା ସମୟରେ ଖୋଲିବ ରତ୍ନ ଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ଜିଲ୍ଲାପାଳଙ୍କ ସୂଚନା । ରତ୍ନଭଣ୍ଡାର ଖୋଲିବା ବେଳେ ASI ପକ୍ଷରୁ ଇନସ୍ପେସନ କରାଯିବ । ସୁପ୍ରିମ କୋର୍ଟ କିମ୍ବା ହାଇ କୋର୍ଟ ର ଅବସରପ୍ରାପ୍ତ ଜଜ ଉପସ୍ଥିତ ରହିବେ ।

ଭୁବନେଶ୍ୱର ବିଜେବି କଲେଜରେ ଗଣ୍ଡଗୋଳ

 ବିଜେବି କଲେଜ କ୍ୟାମ୍ପସ ରେ ଯୁକ୍ତ ଦୁଇ ଛାତ୍ରଙ୍କୁ ମାଡ଼ | ଦୁଇ ଜଣ ଛାତ୍ର ଙ୍କୁ ହଷ୍ଟେଲ କୁ ଡାକି ନେଇ ପିଟିଲେ | କମେଣ୍ଟ ମାରାକୁ କେନ୍ଦ୍ର କରି ମାଡ଼ ଅଭିଯୋଗ | ଅଧକ୍ଷ ଙ୍କୁ ଜଣାଇଥିବା ଛାତ୍ର ଙ୍କୁ ପିଟିଲେ ଅନ୍ୟ ଗୋଷ୍ଠି | ବରଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ |

ଏବେ ଖୋଲିବନି ୪ ଦ୍ୱାର

ଭକ୍ତ ମାନଙ୍କ ପାଇଁ ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାରା । ଏବେ ୪ ଦ୍ୱାରା ନଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ର ନିଷ୍ପତି । ପରିକ୍ରମା ପ୍ରକଳ୍ପ କାମ ସରିନଥିବାରୁ ଏବେ ୪ ଦ୍ୱାରା ଖୋଲିବନି । ନିଷ୍ପତ୍ତି ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା । ପ୍ରକଳ୍ପ କାମ

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି, ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ମୋଦୀ ସରନେମ୍ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ରାହୁଲଙ୍କ ବିରୋଧରେ ଦଣ୍ଡାଦେଶ ଉପରେ ଅ‌ନ୍ତରୀଣ ରୋକ୍ ଲଗାଇଛନ୍ତି । ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ନିଜର ନୂଆ ଟିମ ଘୋଷଣା କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

 ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି | ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି | ବିଜେପି ରାଜ୍ୟ ସଭାପତି ୩୫ ଜଣିଆ ତାଲିକା ଜାରି କରିଥିବାବେଳେ ଏଥିରେ ୧୦ ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି |

ଖଗେଶ୍ୱର ଆବେଦନର ଶୁଣାଣି ଶେଷ

ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ମଧ୍ୟସ୍ଥି ଖଗେଶ୍ୱର ଜାମିନ ଆବେଦନ ପ୍ରସଙ୍ଗ | ଜାମିନ ଆବେଦନ ପ୍ରସଙ୍ଗରେ ଶୁଣାଣି ଶେଷ ,ରାୟ ସଂରକ୍ଷିତ | ଇଡି ମାମଲାରେ ହାଇକୋର୍ଟ ରେ ଆବେଦନ କରିଛନ୍ତି ଖଗେଶ୍ୱର |

ରାଜ୍ୟରେ କମୁଛି ବର୍ଷା

ରାଜ୍ୟରେ ବର୍ଷାର ପରିମାଣ କମିଛି । ଆଜି ଅଭ୍ୟନ୍ତରିଣ ଓଡ଼ିଶାର କେତେକ ଅଂଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଜିଠାରୁ ରାଜ୍ୟରେ ବର୍ଷାର ମାତ୍ରା କମିଛି । ତେବେ ଗତ ୨୪ ଘଂଟାରେ ରାଜ୍ୟର ୧୫ ସହରରେ ପ୍ରବଳ ବର୍ଷା ହୋଇଛି । ମହାନଦୀ ଉପର ମୁଣ୍ଡରେ ୨୬ରୁ ୩୭

ରୋଗୀଙ୍କ ଖାଦ୍ୟ ଅନୁଦାନ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା