Odia News Portal
Yearly Archives

2023

ଛିଡ଼ିଲା ତାଳଧ୍ୱଜ ରଥର ଦଉଡି, ଭୋଇ ସେବାୟତଙ୍କ ସହ ୬ ଆହତ

ମହାପ୍ରଭୁଙ୍କ ବାହାଡ଼ା ଯାତ୍ରା ବେଳେ ଅଘଟଣ ଘଟିଛି। ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଛନ୍ତି। ମାର୍କେଟ ଛକ ନିକଟରେ ଦଉଡ଼ି ଛିଡ଼ିଥିଲା। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱସ୍ଥ୍ୟ

ପୁରୀରେ ଠେଲାପେଲା ୬ଆହତ,ଜଣେ ମହିଳା ଗୁରୁତର

 ଆଜି ବାହୁଡା ଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । କାଳିଆକୁ ଦର୍ଶନ ପାଇଁ କାହିଁ କେଉଁ ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁଆସିଛନ୍ତି ଭକ୍ତ । ଲକ୍ଷ ଲକ୍ଷ ଲୋକ ବଡଦାଣ୍ଡରେ ଗହଳି ଲାଗିଥିବା ବେଳେ ବାହୁଡା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା ।

କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲା ଷଠୀଘରଠାରେ ହୋଇଥିବା ଟ୍ରକ୍‌ ଦୁର୍ଘଟଣାରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି।

ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନର ଶିଳାନ୍ୟାସ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧ୍ୟାତ୍ମିକ ପରିବେଶରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ।

ପାରିବାରିକ କଳହର କରୁଣ ପରିଣତି

ପାରିବାରିକ କଳହର କରୁଣ ପରିଣତି । ସାନପୁଅର ଖଣ୍ଡା ଆକ୍ରମଣରେ ବାପା ଓ ଭାଉଜ ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବି ନାୟକ ତାଙ୍କ ବଡ଼ ପୁଅ ଓ ବୋହୁ ସହ ତାରିଣି

ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ

ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ ଏବେ ଶେଷ ପର୍ଯ୍ୟାୟରେ । ଆଉ ଦୁଇ ଦିନ ଭିତରେ ସଂପୂର୍ଣ୍ଣ ରୂପା ଛାଉଣୀ କାର୍ଯ୍ୟ ସରିବ । କଡା ସୁରକ୍ଷା ମଧ୍ୟରେ ସିସିଟିଭି କ୍ୟାମେରା ବଳୟ ମଧ୍ୟରେ ଏହି ରୂପା ଛାଉଣୀ କାର୍ଯ୍ୟ କରାଯାଉଛି । ଆସନ୍ତା ଶନିବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ନିଳାଦ୍ରୀ ବିଜେ

ସରିଲା ନବମୀ ଦର୍ଶନ, ଆଜି ବାହୁଡ଼ାଯାତ୍ରା

ଆଡ଼ପ ମଣ୍ଡପରେ ଶେଷହେଲା ମହାପ୍ରଭୁଙ୍କ ଦର୍ଶନ ସହ ନବଦିନାତ୍ମକ ଯାତ୍ରା । ଆଜି ଜନ୍ମବେଦୀ ଛାଡ଼ି ମହାପ୍ରଭୁ ବାହୁଡ଼ିଯିବେ ରତ୍ନବେଦୀକୁ । ଏନେଇ ଆଜି ଗୁଣ୍ଡିଚାମନ୍ଦିରରେ ନବମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା । ଅପରାହ୍ଣ ୫ଟା ପରେ ପୂର୍ବ ନିଷ୍ପତ୍ତି ମୁତାବକ

‘ଆଦିପୁରୁଷ’ର ସଂଳାପକାର ମନୋଜ ମୁନ୍ତାଶିରଙ୍କ ବଢ଼ିଲା ଅଡ଼ୁଆ

‘ଆଦିପୁରୁଷ’ ବିବାଦ ମାମଲାରେ ଦାୟର ଦୁଇଟି ଜନସ୍ୱାର୍ଥ ମାମଲା ଉପରେ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଶୁଣାଣି ହୋଇଛି। ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିରଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନକୁ ଗ୍ରହଣ କରି କୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ସପ୍ତାହକ

ଆଡପ ଦର୍ଶନ ହେଲା ଶେଷ ଦର୍ଶନ

ଆଡପ ଦର୍ଶନ ହେଲା ଶେଷ ଦର୍ଶନ ଏବଂ ଜଣେ ଭକ୍ତଙ୍କ ମୃତ୍ୟୁ । ମହାପ୍ରଭୁଙ୍କ ଅଡେପ ଦର୍ଶନ ସାରୀ ଫେରିବା ପରେ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସାରୀ ଫେରି ଅସୁସ୍ଥ ଅନୁଭବ କରିଥିଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଡାକ୍ତର ସେଠାରେ

ଗିରଫ ଭୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଆଗୁଆ ଜାମିନ ଆବେଦନ କଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । କଟକ ମହିଳା ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ପାଇଁ ଆଜି ସୌରିନ ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି। ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି