Odia News Portal
Monthly Archives

January 2024

ଖୁବ ଶୀଘ୍ର ରିଲିଜ ହେବ ବଲିଉଡର କ୍ବିନ୍ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ଏମରଜନ୍ସି

ଖୁବ ଶୀଘ୍ର ରିଲିଜ ହେବ ବଲିଉଡର କ୍ବିନ୍ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ଏମରଜନ୍ସି । ଏନେଇ କଙ୍ଗନା ଆଜି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ଫିଲ୍ମର ଏକ ନୂତନ ପୋଷ୍ଟର ସେ ତାଙ୍କ ଇନଷ୍ଟାଗ୍ରାମ ସାଇଡ ରେ ମଧ୍ୟ ସେୟାର କରିଛନ୍ତି । ଫିଲ୍ମ ଟିକୁ ନିଜେ କଙ୍ଗନା…

କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳ ରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩…

ସାଧାରଣତନ୍ତ୍ର ଦିବସ ଅବସରରେ ଏତିକି ସେନା କର୍ମଚାରୀଙ୍କୁ କରାଗଲା ପୁରସ୍କୃତ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ସେନା କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ସାହସିକ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଛି। ତେବେ ସେନା କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ମୋଟ ୩୩୭ଜଣ ସେନା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ଏହା ମଧ୍ୟରେ ୬ଜଣଙ୍କୁ କୀର୍ତ୍ତି ଚକ୍ର ଓ…

ଫୁଲବାଣୀରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ : ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମିଳିତ ପ୍ୟାରେଡରେ ୩୫ଟି ଦଳ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର…

ପିକଅପ୍‌ ଭ୍ୟାନ୍‌କୁ ଧକ୍କାଦେଲା ବସ୍‌; ୩ଜଣଙ୍କ ମୃତ୍ୟୁ

ପିକଅପ୍‌ ଭ୍ୟାନକୁ ସାମ୍‌ନା ପଟୁ ଧକ୍କା ଦେଲା ବସ୍‌ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ୫୯ନଂ ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌ ଧକ୍କାରେ ପିକଅପ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣାରେ ବସ୍‌ରେ…

ଦୁଇ ହାତୀ ଦାନ୍ତ ଜବତ : ୩ ଗିରଫ

 ବୁଧବାର ନୟାଗଡ଼ ବନ ବିଭାଗ ଗଣିଆ ଥାନା ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ କରିଥିଲା। ସେହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଜେରା ବେଳେ ସେମାନେ ହାତୀ ଦାନ୍ତ ଶିକାର କରିଥିବା କହିଥିଲେ। ସେମାନଙ୍କ ବୟାନ୍‌ ଆଧାରରେ ଆଜି ବନ ବିଭାଗ ଦଶପଲ୍ଲା ରେଞ୍ଜ ବାଇଶି ପଲ୍ଲୀ ଜଙ୍ଗଲରେ ଚଢ଼ଉ କରି…

ଆସନ୍ତାକାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତାକାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ସମଲେଶ୍ୱରୀ ପୀଠ। ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। କିପରି ଭକ୍ତମାନେ ମା’ ସମଲେଇଙ୍କୁ ସୁରକ୍ଷିତ ଭାବେ ଦର୍ଶନ…

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସଲେଇପଦର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ବାଳକକର ମୃତ ଦେହ ଆଜି ରାସ୍ତା କଡ଼ରୁ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ । ଅଭିଯୋଗ ଅନୁସାରେ ଗତକାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି…

ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଲା ନୃସଂଶ ସ୍ୱାମୀ

ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଲା ନୃସଂଶ ସ୍ୱାମୀ । ଦାରିଙ୍ଗିବାଡି ଥାନା ବି.ଡକେବାଡି ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରୋଇ କଳହରୁ ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଲା ସ୍ୱାମୀ । ସୂଚନା ଅନୁସାରେ, ବଡ଼ଧାଡ଼ି ଗ୍ରାମର ମିତୁ ପ୍ରଧାନ ୭ ବର୍ଷ ପୂର୍ବରୁ ସାନ୍ତନା…

ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍

ଏଥର ସାଧାରଣ ନିର୍ବାଚନରେ ଭୋଟ୍ ଦେବା ପାଇଁ ନୂଆ ବ୍ୟବସ୍ଥା । ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍ । ପୋଲିଂ ଦାୟିତ୍ୱରେ ଥିବା ସବୁ ଅଧିକାରୀ, କର୍ମଚାରୀ ସେଇଠି ଭୋଟ୍ ଦେବେ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟଗ୍ରହଣ କେନ୍ଦ୍ର ହେବ । ୮୦…