ନବୀନଙ୍କୁ ଧର୍ମେନ୍ଦ୍ର ତାଚ୍ଛଲ୍ୟ: ମାଙ୍କଡ଼ ହାତରେ ଶାଳଗ୍ରାମ
ରାଜ୍ୟ ସରକାରଙ୍କୁ ଆଜି କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ମାଙ୍କଡ଼ ହାତରେ ଶାଳଗ୍ରାମ କହି ନବୀନଙ୍କୁ କରିଛନ୍ତି ତାଚ୍ଛଲ୍ୟ।
ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଆଜି ପଛରେ ପଡ଼ିଛି। ୨୫!-->!-->!-->…
