ପଦମପୁରରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : ବିଜେପି ଉପରେ ପ୍ରବଳ ବର୍ଷିଲେ, କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ସମାଲୋଚନା
ବରଗଡ଼ ଜିଲ୍ଲା ପଦମପୁରରେ ଆଜି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେପି ଉପରେ ବର୍ଷିଛନ୍ତି ପାଣ୍ଡିଆନ । ବିଶେଷ କରି ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ସମାଲୋଚନା କରିଛନ୍ତି । ପଦମପୁରବାସୀ ବିକାଶ ବିରୋଧୀଙ୍କୁ ମୁହଁତୋଡ!-->…
