ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ । ମୃତଦେହକୁ ନଦୀ ପଠାରେ ଫିଙ୍ଗି ଦେବାକୁ ନେବା ବେଳେ ଦୁର୍ବୃତକୁ ମାଡ଼ିବସିଲେ ଗାଁଲୋକ । ଗଂଜାମରୁ ଆସି ଶିଶୁପାଳଗଡ଼ରେ ରହୁଥିବା ୨୦ବର୍ଷୀୟ ଭାଗ୍ୟ ଡାକୁଆଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ,!-->…
