ବିଜେଡ଼ି ଛାଡ଼ିଲେ ମହତାବ
ବିଜୁ ଜନତା ଦଳକୁ ବାଏବାଏ କରିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ଏନେଇ ସେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବିଜୁ ଜନତା ଦଳ ଗଠନ ଦିନଠାରୁ ସେ ଦଳରେ ଥିବାବେଳେ ଆଜି ବିଜେଡ଼ିର ପ୍ରାଥମିକ ସଦସ୍ୟ ପତ୍ରରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ।ଏକ!-->…
