Odia News Portal
Yearly Archives

2024

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌; ମା ମୃତ, ବାପାଝିଅ ଗୁରୁତର

କଟକ ନୂଆବଜାର ଛକରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକରେ ବାପା ମାଆ ଓ ଝିଅ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍। ଏଥିରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ବାଇକରେ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବାପାଝିଅଙ୍କୁ SCB

ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ

ପାରିବାରିକ କଳହର ବିଷମ ପରିଣତି। ସ୍ତ୍ରୀ ହିଁ ମରଣାନ୍ତକ ଆକ୍ରମଣ କରି ସ୍ବାମୀଙ୍କ ଜୀବନ ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ ଏଭଳି ଏକ ଘଟଣା କାଲି ରାତିରେ ଘଟିଛି। ପତ୍ନୀଙ୍କ ଆକ୍ରମଣରେ ସେହି ଗ୍ରାମର ୪୫ ବର୍ଷୀୟ ରୋହିତ

ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ

ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍। ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିଅନସିପର ରବିବାର ରୋମାଞ୍ଚକର ଫାଇନାଲରେ ଥାଇଲ୍ୟାଣ୍ଡକୁ ୩-୨ରେ ହରାଇ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଛି। ପିଭି ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ପ୍ରତିକୂଳ

ପୁରୀ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର

ପିପିପି ମୋଡରେ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ ହୋଇଛି । ଇଡ୍‌କୋ ପକ୍ଷରୁ ଟେଣ୍ଡର ଆହ୍ୱାନ ଜାରୀ କରାଯାଇଛି । ୧୦୯୫ ଦିନରେ କାମ ସାରିବାକୁ ନିଷ୍ପତି ହୋଇଛି । ୨୧ ରୁ ଅନଲାଇନରେ ଟେଣ୍ଡର , ୨୧ ଏପ୍ରିଲରେ ଖୋଲାଯିବ ଟେଣ୍ଡର ।

ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ

ଜଙ୍ଗଲରୁ ଖଲି ପତ୍ର ତୋଳୁଥିବାବେଳେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବୋଡିଗୋମା ଜଙ୍ଗଲରେ ଏହି ଘଟଣା ଘଟିଛି। ଗୁଳିମାଡରେ ଆହତ ହୋଇଥିବା ମହିଳା ଜଣକ ସ୍ବପ୍ନା ସାହୁ ବୋଲି ଜଣାପଡିଛି।

କୃଷକସାଥୀଙ୍କ ସହାୟତା ରାଶି ବଢ଼ିଲା

ରାଜ୍ୟରେ ପଂଚାୟତସ୍ତରରେ କାର୍ୟ୍ୟରତ ‘କୃଷକ ସାଥୀ’ମାନଙ୍କର ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି ହୋଇଛି । କୃଷକସାଥୀମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶି ପରିମାଣ ବର୍ଷକୁ ୧୨ହଜାର ଟଙ୍କା ପରିବର୍ତ୍ତେ ୧୮ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ରାଶି ୨୦୨୩ ଅକ୍ଟୋବର ମାସରୁ

୩ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଜେଏସ୍‌ଡବ୍ଲୁ ଗ୍ରୁପ୍‌ ଓଡ଼ିଶାର ପାରାଦୀପରେ ଏକ ବୃହତ୍‌ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି ।ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ବାର୍ଷିକ ୧୩.୨ ଏମ୍‌ଟିପିଏ କ୍ଷମତାଯୁକ୍ତ ଏହି ସମନ୍ୱିତ ଷ୍ଟିଲ୍‌ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ।

ସ୍ୱାମୀକୁ ମାରି ଘରେ ପୋତିଦେଲା ସ୍ତ୍ରୀ

ସ୍ୱାମୀକୁ ମାରି ଘରେ ପୋତିଦେଲା ପତ୍ନୀ । ଏଭଳି ଏକ ଅଭିଯୋଗକୁ ନେଇ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗ ପରେ ଓଡ଼ଗାଁ ପୋଲିସ ପହଞ୍ଚି ମାଟିତଳୁ ମୃତଦେହକୁ ଉଦ୍ଧାର କରିଛି। ନୟାଗଡ଼ ଓଡ଼ଗାଁ କୋମଣ୍ଡ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ,

ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ସପ୍ତମୀ । ବଡ଼ି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ

ବିଜେଡିରେ ସାମିଲ ହେଲେ ଯୁବ ଉଦ୍ୟୋଗପତି ଅବିନାଶ ସାମଲ

ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଯୁବ ଉଦ୍ୟୋଗପତି ତଥା ଡାକ୍ତର ଅବିନାଶ ସାମଲ। ତାଙ୍କ ବାପା ଗଂଗାଧର ସାମଲ ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ ଶିଳ୍ପପତି। ତାଙ୍କ ଦାଦା ସୁଧୀର ସାମଲ ହେଉଛନ୍ତି ବର୍ତ୍ତମାନ ଢେଙ୍କାନାଳ ବିଜେଡି ବିଧାୟକ। ଆଜି