ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସ୍ପେକ୍ଟର
ଭିଜିଲାନ୍ସ ହାତରେ ଧରାପଡିଛନ୍ତି ତାଳଚେର ଟ୍ରାଫିକ ଇନସ୍ପେକ୍ଟର। ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କ ଘରୁ ଜବତ ହୋଇଛି ୧୦ ଲକ୍ଷ ଟଙ୍କା। କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବାଟରେ ବାଲିଅନ୍ତାରେ ୧୧ଲକ୍ଷ ଟଙ୍କା ସହ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଧରାପଡିଥିବା ଟଙ୍କା!-->!-->!-->…
