Odia News Portal
Monthly Archives

April 2026

ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍, ୩୫୦ ଜଣ ଗିରଫ

ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍ । ୩୫୦ ଜଣ ଗିରଫ ହୋଇଛନ୍ତି । ତଦନ୍ତରୁ ମିଳିଛି ଷଡଯନ୍ତ୍ରର ଗନ୍ଧ । ଶ୍ରମିକଙ୍କ ପ୍ରତିବାଦ ସମୟରେ ଘଟିଥିବା ହିଂସାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଉତ୍ତର ପ୍ରଦେଶର ଶ୍ରମ ମନ୍ତ୍ରୀ ଅନିଲ ରାଜଭର । ଦେଶରେ ଅସ୍ଥିରତା ସୃଷ୍ଟି କରିବା…

ହର୍ମୁଜ ପ୍ରଣାଳୀରେ ବଢୁଛି ଯୁଦ୍ଧ ଆଶଙ୍କା, ଆମେରିକା ଓ ଚୀନ୍ ମଧ୍ୟରେ ସିଧାସଳଖ ସଂଘର୍ଷର ଆଶଙ୍କା

ହର୍ମୁଜ ପ୍ରଣାଳୀରେ ବଢୁଛି ଯୁଦ୍ଧ ଆଶଙ୍କା । ଇରାନ ଉପରେ ଆମେରିକାର ନୌସେନା ଅବରୋଧ ବିଶ୍ୱ ରାଜନୀତିକୁ ଏକ ବିପଜ୍ଜନକ ମୋଡ଼କୁ ନେଇ ଆସିଛି । ବିଶେଷ କରି ଚୀନ୍ ଏହି ଅବରୋଧକୁ ଖୋଲାଖୋଲି ବିରୋଧ କରିବା ପରେ ଆମେରିକା ଓ ଚୀନ୍ ମଧ୍ୟରେ ସିଧାସଳଖ ସଂଘର୍ଷର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକାର…

ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ

ନବରଙ୍ଗପୁର : ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଏକ ବଡ଼ ସଫଳତା ମିଳିଛି। ଚିକିଲି ଜଙ୍ଗଲ ଅଞ୍ଚଳରେ ବାଘ ଛାଲ ଚୋରା ଚାଲାଣ ସମୟରେ ବନ ବିଭାଗ ଚଢ଼ଉ କରି ୧ଟି ଚିତା ବାଘ ଛାଲ ଜବତ କରିବା ସହ…

ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି, ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ

କେନ୍ଦୁଝର ଗଡ଼ର ଗଡଦେବୀ ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି । ଭୋର ୩ ଟାରୁ ପୂଜକମାନେ ମାଆଙ୍କ ନୀତିକାନ୍ତି ସମାପନ କରିଛନ୍ତି । ରୀତିନୀତି ଅନୁଯାୟୀ ମାଆଙ୍କୁ ଚୁଆ, ଚନ୍ଦନ, କସ୍ତୁରୀ, ଘିଅ, ହଳଦୀ, ଅଁଳା, ଦହି ଏବଂ ଛେନାରେ ମାର୍ଜଣା କରାଯାଇଛି । ପରେ ଗଙ୍ଗାଜଳ, ଗୋଲାପ ଜଳ,…

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଆଜି ଓଡିଆ ନବବର୍ଷ ଉପଲକ୍ଷେ ନୂତନ ପଞ୍ଜିକାର ଶୁଭାରମ୍ଭ ହୁଏ । ପ୍ରତ୍ୟେକ ଓଡିଆ ଏହି ଦିନକୁ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଓଡିଆ ପରମ୍ପରା ଅନୁଯାୟୀ ପଣାସଂକ୍ରାନ୍ତି ଅବସରରେ ଘରେ…

ଭାଇରାଲ ହେଉଛି ଖୋର୍ଦ୍ଧା ବିଧାୟକଙ୍କ ଭିଡିଓ, ସାଇବର ଥାନାରେ ବିଜେପି କର୍ମୀଙ୍କ ଏତଲା

ଖୋର୍ଦ୍ଧା ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର ଓ ମିଥ୍ୟା ପ୍ରଚାରକୁ ନେଇ ସାଇବର ଥାନାରେ ଗତକାଲି (ସୋମବାର) ସନ୍ଧ୍ୟାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ, ମହିଳା ଓ…

78ତମ ଭୁବନେଶ୍ବର ପ୍ରତିଷ୍ଠା ଦିବସ ପାଳନ: ମନ କିଣିଲା ଲେଜର ସୋ’, ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ

78 ତମ ରାଜଧାନୀ ପ୍ରତିଷ୍ଠା ଦିବସ ଗତକାଲି (ସୋମବାର) ବେଶ୍ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ଏହି ଅବସରରେ ଏକ ସାନ୍ଧ୍ୟ ଅଧିବେସନର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ…

ହନୁମାନ ଜୟନ୍ତୀରେ ଜୟ ଶ୍ରୀରାମ ନାରାରେ କମ୍ପିବ ରାଜଧାନୀ, ୧୮ ପ୍ଲାଟୁନ ଫୋର୍ସ ନିୟୋଜିତ

ରାଜଧାନୀରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳନ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ସାରା ସହର ଉତ୍ସବ ମୁଖର ହୋଇଉଠିଛି। ଭୁବନେଶ୍ୱରର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା, ବାଇକ ଶୋଭାଯାତ୍ରା ଓ ପଦଯାତ୍ରା ଆୟୋଜନ କରାଯିବ। ଏପରିକି ବିଭିନ୍ନ ସ୍ଥାନରେ ଜନ…

ଆଜି କେମିତି କଟିବ

ମେଷ: ଆଜି, ମଙ୍ଗଳବାର, ଏପ୍ରିଲ ୧୪, ୨୦୨୬, ଚନ୍ଦ୍ର କୁମ୍ଭ ରାଶିରେ ଅବସ୍ଥିତ। ଚନ୍ଦ୍ର ଆପଣଙ୍କ ରାଶି ତୁଳନାରେ ଏକାଦଶ ଘରେ ଅବସ୍ଥିତ । ଆପଣ ସାମାଜିକ କାର୍ଯ୍ୟକଳାପ ଏବଂ ବନ୍ଧୁମାନଙ୍କ ସହିତ ଗହଳିରେ ଦିନଟି ବିତାଇବେ । ନୂତନ ଲୋକଙ୍କ ସହିତ ପରିଚିତ ହେବେ । ଆପଣ ଅନ୍ୟଠାରୁ ଲାଭ ଏବଂ ସମର୍ଥନ…

ବେଙ୍ଗାଲୁରୁରେ ଓଡ଼ିଆ ଛାତ୍ରଙ୍କୁ ଅପହରଣ ଘଟଣା, ଗିରଫ ହେଲେ ୪ ସହପାଠୀ ବନ୍ଧୁ

ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ୪ ଜଣ କଲେଜ ପଢୁଆ ଛାତ୍ର ଅଫରଣ ଘଟଣାରେ ଗିରଫ ହୋଇ ଏବେ ଜେଲରେ । ଉକ୍ତ ୪ କଲେଜ ଛାତ୍ର ସେମାନଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଏଭଳି କାର୍ଯ୍ୟ କରୁଥିବା ସୂଚନା ମିଳିଛି । ସେମାନେ ଟଙ୍କା ପାଇ ନିଜ ସହପାଠୀ ଛାତ୍ର ବନ୍ଧୁ ମାନଙ୍କୁ…