ବାଲି ମାଫିଆଙ୍କ ବିରୋଧରେ ବଡ଼ କାର୍ଯ୍ୟନୁଷ୍ଠାନ, ୧୩ ଟ୍ରାକ୍ଟର ଜବତ
ବାଲି ମାଫିଆଙ୍କ ବିରୋଧରେ ବଡ଼ କାର୍ଯ୍ୟନୁଷ୍ଠାନ । ୧୩ ଟ୍ରାକ୍ଟର ଜବତ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ମାଇନିଂ ବିଭାଗ ପକ୍ଷରୁ ଗାଡ଼ି ମାଲିକଙ୍କ ବିରୋଧରେ କବିସୂର୍ଯ୍ୟନଗର ଥାନାରେ ଏତଲା । କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁ ପାଖ ଋଷୁକୂଲ୍ୟା ନଦୀରୁ ବେଆଇନ ବାଲି…
