Odia News Portal
Monthly Archives

April 2026

ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ; ସାର ଚୋରା ଚାଲାଣ ଓ କଳାବଜାରୀ ପ୍ରମାଣ ମିଳିଲେ ଲାଇସେନ୍ସ…

ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ସାର ଚୋରା ଚାଲାଣକୁ ରୋକ । କଳାବଜାରୀ ପ୍ରମାଣ ମିଳିଲେ ଲାଇସେନ୍ ସ ବାତିଲ୍ କର । ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକ କରିଛନ୍ତି । ପ୍ରତ୍ୟେକ ଚାଷୀ…

ଭଦ୍ରକରୁ ବିରଳ ଆଲବିନୋ ରଣା ଉଦ୍ଧାର, ଚିକିତ୍ସା ପାଇଁ ଆସିବ ନନ୍ଦନକାନନ

ଭଦ୍ରକରୁ ବିରଳ ଆଲବିନୋ ରଣା ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ଠାରୁ ସୂଚନା ପାଇ ସାପକୁ ଉଦ୍ଧାର କରିଛି ବନ ବିଭାଗ । ମୁହଁରେ ଖଣ୍ଡିଆ ଥିବାରୁ ସାପର ସ୍ୱାସ୍ଥ୍ୟ ଭଲ ମନ୍ଦ ଦେଖିବା ପାଇଁ ଭଦ୍ରକ ଡିଭିଜନର ACF ସୁମିତ ମହାନ୍ତି ସ୍ନେକ ହେଲ୍ପ…

ଆଜି କେମିତି କଟିବ

ମେଷ: ଆଜି ଶନିବାର, ୧୮ ଏପ୍ରିଲ୍ । ଚନ୍ଦ୍ର ଆଜି ମେଷ ରାଶିରେ ଅଛନ୍ତି । ଆଜି ଆପଣଙ୍କ ଦିନଟି ଅନୁକୂଳ ରହିବ। ଆପଣଙ୍କ ସମସ୍ତ ପ୍ରୟାସରେ ସଫଳତା ଆପଣଙ୍କୁ ଆନନ୍ଦ ଦେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ଆର୍ଥିକ ସ୍ଥିତି ଲାଭଦାୟକ ହେବ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ…

ସିବିଏସ୍‌ଇ ଦଶମ ପରୀକ୍ଷାରେ ଡିଏଭି ପୋଖରୀପୁଟର ଶତପ୍ରତିଶତ ସଫଳତା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀ ଅପୂର୍ବ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ଅକ୍ଷୁଣ୍ଣ ରଖିଛନ୍ତି । ଚଳିତ ବର୍ଷ ବିଦ୍ୟାଳୟର ସାମଗ୍ରିକ ସଫଳତା ୮୮.୫୮ ପ୍ରତିଶତ ରହି ବିଦ୍ୟାଳୟ ପାଇଁ ଏକ ନୂତନ…

ଝିମିଟି ଖେଳରୁ ମହାଭାରତ: ଭଲିବଲ ଖେଳରୁ ଭୟଙ୍କର ଝଗଡ଼ା, ନାବାଳକକୁ ମରଣାନ୍ତକ ଆକ୍ରମଣ

ଝିମିଟି ଖେଳରୁ ମହାଭାରତ । ଭଲିବଲ ଖେଳିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜଣେ ନାବାଳକ । ନାବାଳକକୁ ଧାରୁଆ ଅସ୍ତ୍ରରେ ହାଣିଲା ଆଉ ଜଣେ ନାବାଳକ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚଣ୍ଡିଆଗଡି ପଞ୍ଚାୟତରେ ଘଟିଛି ଏହି ଘଟଣା । ଗତକାଲି (ଗୁରୁବାର) ଅପରାହ୍ନରେ ଜଣେ ନାବାଳକ…

କାମ ସାରି ଫେରୁଥିଲେ, ଦଳିଦେଲା ଦନ୍ତା: ରାସ୍ତାରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ପ୍ରତିବାଦ

ପୁଣି ଜୀବନ ନେଲା ଦନ୍ତା । ଗତକାଲି ବିଳମ୍ବିତ ରାତିରେ ଯୁବକ କାମ ସାରି ଫେରୁଥିବା ବେଳେ ଦଳିଦେଲା ଦନ୍ତା । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ନିଧିପୁର ଆଦିବାସୀ ସାହିର ସୁଶାନ୍ତ କୁମାର ନାୟକ(୩୫) । ଘଟଣାସ୍ଥଳରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଉତ୍ତେଜନା ପ୍ରକାଶ…

ଆଜି କେମିତି କଟିବ

ମେଷ: ଆଜି ଶୁକ୍ରବାର, ୧୭ ଏପ୍ରିଲ୍ । ଆଜି ଚନ୍ଦ୍ର ମୀନ ରାଶିରେ ଅଛନ୍ତି । ଆଜି ଆପଣ ଅଳ୍ପ ସମୟ ମଧ୍ୟରେ ଅଧିକ ଲାଭ ପାଇବା ପାଇଁ ପ୍ରଲୋଭିତ ହୋଇପାରନ୍ତି। ଆପଣଙ୍କୁ ନିୟମ ବିରୁଦ୍ଧରେ କାର୍ଯ୍ୟ ନକରିବାକୁ ପରାମର୍ଶ ଦିଆଯାଇଛି। ଆପଣ ସ୍ଥାୟୀ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟକୁ ମଧ୍ୟ ସ୍ଥଗିତ…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ: ଟିନା ରଥ ଦେଶରେ ଟପର୍‌, ୫୦୦ରୁ ୫୦୦ ମାର୍କ ରଖି ରେକର୍ଡ କଲେ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଯେଉଁଥିରେ ବାଜି ମାରିଛନ୍ତି ଓଡ଼ିଆ ଛାତ୍ରୀ ଟିନା ରଥ। ପୁରୀସ୍ଥିତ ମଦର ପବ୍ଲିକ୍‌ ସ୍କୁଲର ଛାତ୍ରୀ ଟିନା ମୋଟ ୫୦୦ରୁ ୫୦୦ ମାର୍କ ଅର୍ଥାତ୍‌ ଶତ ପ୍ରତିଶତ ନମ୍ବର ରଖି…

ସାଢ଼େ ୮ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ: ଯାଜପୁର ଓ ନୟାଗଡ଼ର ଦୁଇ ଯୁବକ ଗିରଫ

ବୌଦ୍ଧରୁ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ ବେଳେ ସୋନପୁର ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଆସୁଛି। ଏବେ ନକଲି ନୋଟ୍ ଚଳାଇବାକୁ ଆସି ଦୁଇ ଯୁବକ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର ନକଲି ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି। ଏହି…

ବିଶ୍ୱାସରେ ବିଷ ଦେଇ ଦେଲା ପୁରୁଷ ବନ୍ଧୁ, କଟକରୁ ପୁରୀ ନେଇ କଲା ଗଣଦୁଷ୍କର୍ମ

କଟକରୁ ନେଇ ପୁରୀରେ ଗଣଦୁଷ୍କର୍ମ । କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ । ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଖୋଜୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଛାତ୍ରୀଙ୍କୁ ପୁରୀର ଏକ ହୋଟେଲରେ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିବା ଜଣା…