ସାଲେପୁରରେ ସିରିଜ୍ ଦୁର୍ଘଟଣା, ୩ ଆହତ ଓ ଜଣେ ଗୁରୁତର
କଟକ ଚାନ୍ଦବାଲି ରାସ୍ତା ସାଲେପୁର ନାନ୍ଦୋଳ ଗଡ଼ା ଛକ ନିକଟରେ ଦୁର୍ଘଟଣା । କଟକ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ଚିପ୍ସ ବୋଝେଇ ହାଇୱା ନାନ୍ଦୋଳ ଗଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସେହି ସମୟରେ କେନ୍ଦ୍ରାପଡ଼ାରୁ ଆସୁଥିବା ଗୋଟିଏ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…
