Odia News Portal
Monthly Archives

September 2026

ସେପ୍ଟେମ୍ବର ୧୧ରେ ଧର୍ମଘଟକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ

ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ସହିତ ଅନ୍ୟାନ୍ୟ ଦାବି ନେଇ ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଆସନ୍ତା ୧୧ ତାରିଖରେ ଧର୍ମଘଟକୁ ଓହ୍ଲାଇବେ। ୟୁନାଇଟେଡ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ପକ୍ଷରୁ ଆଜି ଏହା କୁହାଯାଇଛି। ୧୧ ତାରିଖରେ ଦିନିକିଆ ଧର୍ମଘଟ ପରେ ଆସନ୍ତା…

ନାବାଳିକା ଅପହରଣ : ବେଶ ବଦଳାଇ ବୁଲୁଥିଲା ଗଞ୍ଜଡିଆ ଅପହରଣକାରୀ, ମାଡିବସିଲା ପୋଲିସ୍

କଟକ ରେଳ ଷ୍ଟେସନରୁ ନିଖୋଜ ହୋଇଥିବା ୭ ବର୍ଷର ନାବାଳିକାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ଏହା ସହ ନାବାଳିକାକୁ ଅପହରଣ କରିଥିବା ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଗତ ଅଗଷ୍ଟ ୨୯ ତାରିଖ ଦିନ ପ୍ରାୟ ୨:୩୦ ମିନିଟ୍ ସମୟରେ ଅନୁଗୁଳରୁ ଜଣେ ମହିଳା ତାଙ୍କ ୭ ବର୍ଷର…