ଚିଲିକାର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି, ନିର୍ମାଣ ହେବ ବ୍ରିଜ୍
ଜିଲ୍ଲାପାଳଙ୍କ ଚିଠି ଚିଲିକାକୁ ଦେଖାଉଛି ସ୍ବପ୍ନ । ଚିଲିକାର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ଚିଲିକା ଉପରେ ନିର୍ମାଣ ହେବ ବ୍ରିଜ୍ । ଚିଲିକାରେ ବ୍ରିଜ ହେଲେ ଉପକୃତ ହେବେ ଦୁଇଟି ବ୍ଲକର ହଜାର ହଜାର ଲୋକ । ୬ କିଲୋମିଟର ବିପଦପୂର୍ଣ୍ଣ ଜଳଯାତ୍ରାର ହେବ ଅନ୍ତ । ପୁରୀ ଜିଲ୍ଲାପାଳ…
