Odia News Portal
Yearly Archives

2026

ଆଜି କେମିତି କଟିବ

ମେଷ: ଆଜି, ଶୁକ୍ରବାର, ୧ ମଇ, ୨୦୨୬, ଚନ୍ଦ୍ର ତୁଳା ରାଶିରେ ଅବସ୍ଥିତ। ଆପଣଙ୍କ ରାଶିରୁ, ଚନ୍ଦ୍ର ସପ୍ତମ ଘରେ ଅବସ୍ଥିତ। ଆଜି, ଆପଣ ସାମାଜିକ ଏବଂ ସାର୍ବଜନୀନ କ୍ଷେତ୍ରରେ ଲୋକଙ୍କଠାରୁ ପ୍ରଶଂସା ପାଇପାରିବେ। କାର୍ଯ୍ୟାଳୟରେ, ଉଚ୍ଚପଦସ୍ଥ ଅଧିକାରୀ ଆପଣଙ୍କ କାମରେ ଖୁସି ହେବେ। ଧନର…

ବାଲ୍ୟ ବିବାହ ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା

ଅଦ୍ୟତା 27 ଏପ୍ରିଲ 2026 ରେ , ବିଶ୍ବ ଯୁବ କେନ୍ଦ୍ର,ବାଣୀନାଳୀ, ଅନୁଗୋଳ ଦ୍ଵାରା ପରିଚାଳିତ କାର୍ଯକ୍ରମ "ଆକ୍ସେସ ଟୁ ଜଷ୍ଟିସ "ଦ୍ଵାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ୍ ବଅଁରପାଳ,ଜୁହାର ପୁର , ଗୋଡସନ୍ତ୍ରି, ନଳଚନ୍ଦ୍ରପୂର, ସିମିଲିଛୁଇଁ, ବଉଳିଗଡ, ଅରାହlଟ ପୁରିକିଆ, ଗାଙ୍ଗି ଯୋଡ଼ି…

ମହିଳା ସଂରକ୍ଷଣ ବିତର୍କ : ବିଧାନସଭା ଅଧିବେଶନରେ ‘କଙ୍କାଳ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ…

ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି । ଆଜି ସବୁ କ୍ଷେତ୍ରରେ ଆଗରେ ଅଛନ୍ତି ମହିଳା । ମହିଳା ସଂରକ୍ଷଣ ପାଇଁ ବିରୋଧୀ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କଂଗ୍ରେସ କ୍ଷମତାରେ ଥିବାବେଳେ କାହିଁକି ବିଲ୍ ପାରିତ କରିନଥିଲେ । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ…

ଘର ଭିତରେ ପଶିଗଲା କାର, ବର୍ତ୍ତିଗଲେ ଦୁଇ ଜଣ

ଘର ଭିତରେ ପଶିଗଲା କାର, ବର୍ତ୍ତିଗଲେ ଦୁଇ ଜଣ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗାଁରେ ଏପରି ଘଟଣା ଘଟିଛି । ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା ରାଢୋରୁ ଉଦଳା ଅଭିମୁଖେ ନିଜ କାରରେ ଆସୁଥିଲେ । ଗୁଡ଼ୁଗୁଡ଼ିଆ ଛକ ନିକଟରେ ଅଚାନକ ବାଇକ ଆରୋହୀ ଗାଡି…

ପୋଲିଂ ବୁଥ୍ ଇଭିଏମରେ ବିଜେପି ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ଟେପ୍, ପୁଣି ଥରେ ଭୋଟିଂ ପାଇଁ ବିଜେପିର ଦାବି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ୧୪୨ଟି ବିଧାନସଭା ଆସନରେ ମତଦାନ ହେଉଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୬୧.୧୧ ପ୍ରତିଶତ ମତଦାନ ହୋଇଛି । ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଫାଲ୍ଟା ଆସନ ଏବେ ଚର୍ଚ୍ଚାରେ ରହିଛି ।…

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ନାଁରେ ଅର୍ଥ ଆଦାୟ ଅଭିଯୋଗ, ହସ୍ତକ୍ଷେପ କଲେ ବିଧାୟକ

ମାଲକାନାଗିରି: ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ସେବିକା ଓ ସହାୟକ ଆଟାଣ୍ଡାଣ୍ଟଙ୍କ ନିଯୁକ୍ତି ଓ ସଫେଇ କାମ(ହାଉସ କିପିଂ) ଦାୟିତ୍ବରେ ଗତ ମାସରେ ନେତା ସିକ୍ୟୁରିଟି ସର୍ଭିସ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ଦାୟିତ୍ବ ନେଇଥିଲେ। ତେବେ ଏହି ସଂସ୍ଥା ସୁପରଭାଇଜର, ସିକ୍ୟୁରିଟି ଗାର୍ଡ,…

ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ପରସ୍ପରକୁ ଘେରିବାକୁ ଶାସକ-ବିରୋଧୀ ଦଳ ପ୍ରସ୍ତୁତ

ଆଜି (ଗୁରୁବାର) ବସିବ ଓଡ଼ିଶା ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ । ଅଧିବେଶନ ପୂର୍ବରୁ ସରଗରମ ହୋଇଛି ରାଜ୍ୟ ରାଜନୀତି । ଦିନିକିଆ ଅଧିବେଶନ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ସ୍ଵତନ୍ତ୍ର ଅଧିବେଶନ ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଥିବା କହି ଟାର୍ଗେଟ କରିଛନ୍ତି…

ଆଜି କେମିତି କଟିବ

ମେଷ: ଆଜି ଦିନଟି ବ୍ୟବସାୟ ପାଇଁ ଲାଭଦାୟକ । ଏକ ସୁଖଦ ପାରିବାରିକ ବାତାବରଣ ଆପଣଙ୍କ ମନକୁ ଖୁସି ରଖିବାରେ ସାହାଯ୍ୟ କରିବ । ଘରେ ସୁଖଦ ଘଟଣା ଘଟିବ । ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଆପଣ ନିଜ ଇଚ୍ଛା ଅନୁଯାୟୀ କାମ ପାଇପାରିବେ । ସହକର୍ମୀଙ୍କ ଠାରୁ ସମର୍ଥନ ପାଇବେ । ଆପଣ…

ସ୍କୁଲରେ ପଶିଲା ହାତୀ, ଭୟଭୀତ ଅବସ୍ଥାରେ ସ୍ଥାନୀୟବାସୀ

ସ୍କୁଲରେ ପଶିଲା ହାତୀ । ବାଟବଣା ହୋଇ ସ୍କୁଲ ଭିତରେ ପଶିଲା ଦନ୍ତା ହାତୀ । ଗତକାଲି ଠାରୁ ଏକ ଦନ୍ତା ହାତୀ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଅଞ୍ଚଳରେ ଉପଦ୍ରବ ମଚାଇଛି । ଦନ୍ତାହାତୀ ପଟାପୋଲ ନିକଟରେ ଥିବା ଏକ ଘରୋଇ ସ୍କୁଲ ଭିତରେ ପଶିଯାଇଥିଲା । କିନ୍ତୁ ଗ୍ରୀଷ୍ମ ଛୁଟି ଥିବାରୁ ବିଦ୍ୟାଳୟ…

ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ , ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ପଥର ମାଡ଼

ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ କଣ୍ଟାବଣିଆ ଓ କାଶୀମପୁର ମଧ୍ୟରେ ଆକ୍ରମଣ ଦେଖିବାକୁ ମିଳିଛି । ଆକ୍ରାମକ ଦ୍ଵାରା ଉଭୟ ପକ୍ଷର କିଛି ଯୁବକ ଆହତ । ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ପଥର ମାଡ଼ ଓ ହାତାହାତି ଜାରି ରହିଛି । ଗତକାଲି ଗାଁରେ ଏକ ବିବାଦକୁ…