ହୀରାକୁଦ ପର୍ଯ୍ୟଟନ ପ୍ରକଳ୍ପରେ ତାରକା ହୋଟେଲ୍: ଶାଗମାଛ ଦରରେ ଟେକିଦେଲେ ମୂଲ୍ୟବାନ ଜମି
ହୀରାକୁଦ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ବଳି ପଡ଼ିବ ତାଲବ ଡୁଙ୍ଗୁରି। ଯେଉଁଠି ୨୦ରୁ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ୨୫ରୁ ୩୦ ହଜାର ଗଛ ସହିତ ପାହାଡ଼ ନଷ୍ଟ ହେବ। ଏହି ପ୍ରକଳ୍ପ ପାଇଁ ହୀରାକୁଦ ଜଳଭଣ୍ଡାର ନିକଟସ୍ଥ ୫ ଗାଁ ବଲବସପୁର, ତାଲବ, କିଲାସମା, ଲରଭଙ୍ଗା, ସୋଲବନ୍ତର ୧୨୭.୦୮ ଏକର ଜମି…
