Odia News Portal

ଭୂମିକମ୍ପରେ ଥରିଲା ଉତ୍ତର ଭାରତ–ଆପଗାନୀସ୍ତାନ ଏବଂ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି

ମଙ୍ଗଳବାର ବିଳମ୍ବିତ ରାତିରେ ଭୂମିକମ୍ପରେ ଉତ୍ତର ଭାରତ ଥରି ଉଠିଥିଲା । ଏହି ଭୂକମ୍ପରେ ଆଫଗାନୀସ୍ତାନ ଏବଂ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପାକିସ୍ତାନରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୬ ଥିଲା ।