Odia News Portal

ଭିଜିଲାନ୍ସ ହାତରେ ଧରା ପଡିଲେ ଲାଞ୍ଚୁଆ ଡାକ୍ତର

ଯାଜପୁର ଜିଲ୍ଲାର ଦାନଗଦି ଡାକ୍ତର ଖାନା ର ଡାକ୍ତର ପବିତ୍ର ସେଠି ଲାଞ୍ଚ ନେଉ ଥିବା ସମୟରେ ଭିଜିଲାନ୍ସ ହାତ ରେ ଧରା ପଡିଛନ୍ତି ଲାଞ୍ଚ କରା ବାର ରେ ସମ୍ପୃକ୍ତ ଥିବା ସିକ୍ୟୁଟି ଗାର୍ଡ ଅଭିରାମ କାଣ୍ଡି ମଧ୍ୟ୍ୟ ଧରା ପଡିଛନ୍ତି କାଳିଆ ପାଣି ଅଂଚଳ ରେ ଦୃଖ ବନ୍ଧୁ ବ୍ରର୍ଜା ଘାତ ରେ ମୃତ୍ୟୁ ବରଣ କରି ଥିଲେ କାଳିଆ ପାଣି ପୋଲିସ ଶବ ଵେବଛେଦ ପାଇଁ ଦାନଗଦି ଡାକ୍ତର ଖାନା କୁ ପଠାଇ ଥିଲା l

ଡାକ୍ତର ଶ୍ରୀ ସେଠି ପୋଷ୍ଟ ମଟମ ରିପୋର୍ଟ ବଦ ଳାଇ ଦେବା ପାଇଁ ମୃତକ ସମ୍ପକୀୟ ବିକାଶ ମହନ୍ତ କୁ କହି ଥିଲେ 20ହଜାର ଟଙ୍କା ଦେଲେ ଠିକି ପ୍ରମାଣ ପତ୍ର ଦେବ ବିକାଶ ନିରୁପାୟ ହୋଇ ଭିଜିଲାସନ୍ସ ଅଧିକାରୀ ଙ୍କୁ ଜଣାଇ ଥିଲେ l ଭିଜିଲାସନ୍ସ ବିଭାଗ ଯୋଜନା ଅନୁ ଯାଇ ବିକାଶ ସିକ୍ୟୁରିଟି ଗାର୍ଡ ଜରିଆରେ ରେ ଲାଞ୍ଚ ନେଉ ଥିବା ସମୟରେ ଭିଜିଲାସନ୍ସ ବିଭାଗ ଛଢାଉ କରି ଡାକ୍ତର ଓ ସିକ୍ୟୁରିଟି ଗାର୍ଡ କୁ ଧରି କଟକ ଭିଜିଲାସନ୍ସ କାର୍ଯ୍ୟlଳୟ କୁ ନିଆ ଯାଇଛି l