Odia News Portal

ଜଟଣୀରେ ହସ୍ପିଟାଲ: ଶିଳାନ୍ୟାସ କଲେ ମୋଦି

ଜଟଣୀରେ କ୍ୟାନସର ହସ୍ପିଟାଲରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୋମି ବାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଶିଳନ୍ୟାସ । ଭର୍ଚୁଆଲ ମୋଡରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ହୋମି ବାବା କର୍କଟ ରୋଗ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ଭିଡିଓ କନଫରେସିଂରେ ଭିତ୍ତିପ୍ରସ୍ତର ଦେଲେ ପ୍ରଧାନମନ୍ତ୍ରୀ । ୨୦୦ ବେଡ୍ ହସ୍ପିଟାଲ ପାଇଁ ଖର୍ଚ୍ଚ ହେବ ୬୫୦ କୋଟି ଟଙ୍କା ।