Odia News Portal

ଏହି ସବୁ ଜିଲ୍ଲାରେ ଗଡ଼ିବ “ମୋ ବସ୍”

ସମ୍ବଲପୁର, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଗଡ଼ିବ ମୋ ବସ୍ । ସମ୍ବଲପୁର-ଝାରସୁଗୁଡା-ବ୍ରଜରାଜନଗର-ବେଲପାହାଡରେ ଚାଲିବ ମୋ ବସ୍ । ବ୍ରହ୍ମପୁର-ଗୋପାଳପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡିରେ ବି ଚାଲିବ । ସିଆରୟୁଟି ଦ୍ୱାରା ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।