Odia News Portal

ଆଇପିଏସ ସ୍ତରରେ ଅଦଳ ବଦଳ

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ । ୫ ଜିଲ୍ଲାର ଏସ୍ପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି କରାଯାଇଛି । ମିତ୍ରମାନୁ ମହାପାତ୍ର ହେଲେ ରାଉଲକେଲା ଏସ୍ପି,ବି.ଗଙ୍ଗାଧର ହେଲେ ମୟୂରଭଞ୍ଜ ଏସ୍ପି,ମୁକେଶ କୁମାର ଭାନୁ ହେଲେ ସମ୍ବଲପୁର ଏସ୍ପି,ନୀତିନ କୁଶେଲକର ହେଲେ କେନ୍ଦୁଝର ଏସ୍ପି,ରିଷିକେଶ ଖିଲାରୀ ହେଲେ ବଲାଙ୍ଗୀର ଏସ୍ପି,ସେହିପରି ଏ.ଏମ୍ ପ୍ରସାଦ ହେଲେ ସ୍ପେଷାଲ ଡିଜି ଏଚଆରପିସି । ସୁଧାଂଶୁ ଷଢଙ୍ଗୀ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି,ରାଧାକୃଷ୍ଣ ଶର୍ମା ହେଲେ ଏଡିଜି ହେଡକ୍ୱାର୍ଟର ।