ଡକାୟତି ଓ ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କୁ ଆଜୀବନ ଜେଲ । ୪ ଦୋଷୀଙ୍କୁ ଆଜୀବନ ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ୍ । ୨୦୧୬ରେ ସଦର ଥାନା ଅଞ୍ଚଳରେ ଲଚଟ ଓ ଦୁଷ୍କର୍ମ ମାମଲାରେ ଦଣ୍ଡ । ଘରେ ପଶି ଲୁଟ କରି ମହିଳାଙ୍କୁ ଉଠାଇ ନେଇ ଜଣଦୁଷ୍କର୍ମ କରିଥିଲେ । ୨ନାବାଳକ ପିଲାଙ୍କ ସାମନାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ ।