Odia News Portal

ଦେଢ ମାସର ଝିଅକୁ ହତ୍ୟା କଲା ମାଆ

ଦେଢ ମାସର ଶିଶୁକନ୍ୟାର ତଣ୍ଟି ଚିପି ହତ୍ୟା କଲା ମାଆ । ଆଳି ଥାନା ପଦନୀପାଳ ଗାଁରେ ଝିଅକୁ ମାରିଦେବା ଅଭିଯୋଗ ହୋଇଛି । ଜେଜେମାଆ ଅଭିଯୋଗ ଆଧାରରେ ମାଆକୁ ଥାନାରେ ଅଟକ ରଖାଯାଇଛି ।