Odia News Portal

ଭୁବନେଶ୍ୱରକୁ ବର୍ଷା ଆଲର୍ଟ

ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ପାଇଁ ବର୍ଷା ସତର୍କତା । ଘଡଘଡି ସହ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଯଥା ସମ୍ଭବ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।