Odia News Portal

ଲାଞ୍ଚୁଆ କିରାଣିଙ୍କୁ ଜେଲ୍‌

ବୌଦ୍ଧ ହରଭଟ୍ଟା ବିଇଓ କାର୍ଯ୍ୟାଳୟର ତତ୍କାଳୀନ କିରାଣିଙ୍କୁ ଜେଲ । ବରିଷ୍ଠ କିରାଣି ଚତୁର୍ଭୁଜ ଖମାରୀଙ୍କୁ ୩ ବର୍ଷ ଜେଲ ସହ ଜରିମାନା ଦାବି କରାଯାଇଛି । ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ତ୍ର କୋର୍ଟ । ୨୦୧୯ରେ ୫ ହଜାର ଟଙ୍କା ନେଇ ଧରାପଡିଥିଲେ ଚତୁର୍ଭୁଜ ।