Odia News Portal

୨୩ରେ ହୀରାକୁଦ ନଦୀବନ୍ଧରୁ ଛଡାଯିବ ବନ୍ୟାଜଳ

୨୩ରେ ହୀରାକୁଦ ନଦୀବନ୍ଧରୁ ଛଡାଯିବ ବନ୍ୟାଜଳ । ସକାଳ ୯ଟା ସମୟରେ ବନ୍ୟାଜଳ ନିଷ୍କାସନ କରାଯିବ । ଫଳରେ ମହାନଦୀ ଓ ଏହାର ଶାଖାନଦୀରେ ବୃଦ୍ଧି ପାଇବ ଜଳସ୍ତର । ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ଜାରି ହୋଇଛି ସତର୍କସୂଚନା । ଏହି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ନଦୀରେ ପ୍ରବେଶ ନକରିବାକୁ ସତର୍କ କରିଛି ପ୍ରଶାସନ ।