ମୁକୁଳା ଡ୍ରେନରେ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟଣା । କ୍ଷତିପୁରଣ ଦାବିରେ ସିଏମସି ଅଫିସ ସମ୍ମୁଖରେ ଶବ ରଖି ଧାରଣା । କାଲିଠୁ ମୃତ୍ୟୁ ହୋଇଥିଲେ ବି କିଛି ସହାୟତା ମିଳିନଥିବା ଅଭିଯୋଗ ହୋଇଛି । କାଲି ବାରପଥର ନିକଟ ମୁକୁଳା ଡ୍ରେନରେ ପଡି ମୃତ୍ୟୁ ହୋଇଥିଲା ।
Recover your password.
A password will be e-mailed to you.