Odia News Portal

ଭିଜିଲାନ୍ତ୍ର ଜାଲରେ ମହିଳା ଅଧିକାରୀ

 ୩୧ ହଜାର ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ତ୍ର । ଡିପିସି ଅଫିସରେ ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଗୀ ଧରାପଡିଲା । ପ୍ରଧାନ ଶିକ୍ଷକଙ୍କ ବିଲ୍ ଆଡଜଷ୍ଟ ପାଇଁ ଲାଞ୍ଚ ନେଉଥିଲେ ।