Odia News Portal

ଡାକ୍ତରଙ୍କ ଅବହେଳାରୁ ମାଆ ଓ ନବଜାତ ମୃତ୍ୟୁ ଅଭିଯୋଗ 

ଡାକ୍ତରଙ୍କ ଅବହେଳାରୁ ମାଆ ଓ ନବଜାତ ମୃତ୍ୟୁ ଅଭିଯୋଗ । ଗତକାଲି ଏମକେସିଜି ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ ମହିଳା । ଆଜି ନବଜାତ ଜନ୍ମ ପରେ ଉଭୟ ମଆ ଏବଂ ଶିଶୁର ମୃତ୍ୟୁ ହେଇଥିଲା । ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ନେଇ ପରିବାରୁ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।