ଅନୁଗୁଳ ନାବାଳକ ହତ୍ୟା ଘଟଣାରେ ୪ ଗିରଫ । ଜଣେ ନାବାଳାକ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ନାବାଳାକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମଙ୍ଗଳାକୋଠି ପୂଜାରିଣୀ ଓ ତାଙ୍କ ୩ ପୁଅ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି ।
Recover your password.
A password will be e-mailed to you.