Odia News Portal

ସ୍ତ୍ରୀର ଚରିତ୍ର କୁ ନେଇ ବିଭତ୍ସ ହତ୍ୟା କାଣ୍ଡ, ଟାଙ୍ଗିଆରେ ହାଣିଲା ସଇତାନ ସ୍ୱାମୀ

ସ୍ତ୍ରୀ କୁ ଟାଙ୍ଗିଆରେ ହାଣିଲା ସଇତାନ ସ୍ୱାମୀ । ସ୍ତ୍ରୀ କୁ ମାରିବାପରେ ପୋଲିସ କୁ ଖବର ଦେଲା ଅଭିଯୁକ୍ତ । ହାଣି ମାରିଦେଇଥିବା ଜଣାଇ ପୋଲିସ କୁ ଆସିବା ପାଇଁ କହିଲା । ପୋଲିସ କୁ ଡାକିବା ପରେ ସମ୍ପର୍କୀୟଙ୍କୁ ବି ଖବର ଦେଲା । ସମସ୍ତେ ଘରେ ପହଂଚିବା ପରେ ପୋଲିସ ପାଖେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ହରଭଙ୍ଗା ବ୍ଲକ ସାମ୍ପୁଚ ଗାଁ ରେ ସ୍ତ୍ରୀର ଚରିତ୍ର କୁ ନେଇ ବିଭତ୍ସ ହତ୍ୟା କାଣ୍ଡ ।