Odia News Portal

ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା

ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା – ୨୦୨୨ ତାରିଖ ଘୋଷଣା କରାଯାଇଛି । ଅକ୍ଟୋବର ୧୫ ତାରିଖ ରବିବାର ଦିନ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଏଥିରେ କୁହାଯାଇଛି । ଏନେଇ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ ।ଆୟୋଗ ପକ୍ଷରୁ ପରୀକ୍ଷାର ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ  ।