Odia News Portal

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ସେପ୍ଟମ୍ବର ୨୦ରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ସଖାଳ ୧୦ ଟା ୨୭ ରୁ ୧୦ ଟା ୪୨ ମଧ୍ୟରେ ଶୁଭ ଲଗ୍ନ । ମା ସମଲେଶ୍ୱରୀ ଙ୍କ ନିକଟରେ ହେବେ ନବାନ୍ନଲାଗି । ବ୍ରହ୍ମପୁରା ପଣ୍ଡିତ ଙ୍କ ମହାସଭାରେ ହେଲା ଲଗ୍ନ ନିର୍ଦ୍ଧାରଣ ।